POLITICALS

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

ବିଜେପି ସାଂସଦଙ୍କ ସଂଶୟ ବଢୁଛି…

ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତାଲିକା  କାଲି ପ୍ରକାଶ ପାଇଛି। ତେବେ ପ୍ରଥମ ପର୍ଯ୍ୟାୟ ତାଲିକା ଦଳର କେତେକ ବରିଷ୍ଠ ନେତାଙ୍କ ନାମ ନଥିବାନେଇ ଚର୍ଚା ଧରିଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ନାଁ ନାହି ବିଜେପିର ବରିଷ୍ଠ ନେତାଙ୍କର। ତେବେ ଏନେଇ ଚର୍ଚା ଜୋର ଧରିଛି। ବିଜେପି ଏଥର ୨୮ ଆସନରେ ପୁରୁଣା ପ୍ରାଥୀଙ୍କୁ ଟିକେଟ ଦେବାକୁ ଥିବା ବେଳେ ଅନ୍ୟ ଆସନଗୁଡିକରେ ଦେବ ନୂଆ ପ୍ରାର୍ଥୀ। ଦଳର ଦୁଇ ବରିଷ୍ଠ ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନି ଓ ମୁରଲୀ ମନୋହର ଯୋଶୀଙ୍କ  ନାଆଁ ନାହି।

ତେବେ ଏଥର ଆଡଭାନୀ ଓ ଯୋଶୀଙ୍କୁ ନିରାଶ ହେବାକୁ ପଡିପାରେ କାରଣ ସେମାନଙ୍କୁ ଟିକେଟ ମିଳିବା ସମ୍ଭାବନା କମ । ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶର ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୧ଟି ଆସନରେ ବିଜୟୀ ହୋଇଥିଲା। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନାଆଁ ମଧ୍ୟ ତାଲିକାରେ ନ ଥିବା କୁହାଯାଉଛି।

ପଢନ୍ତୁ: ଆଜି ଦୋଳ : ମହାପ୍ରଭୁଙ୍କ ସୁନାବେଶ

Related posts

ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

ENO Beuro

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ!

ENO Beuro

ସଚିବାଳୟରେ ନବୀନଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

Ratnamani Moharana

Leave a Comment