POLITICALS

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

ରାଜ୍ୟ ନିର୍ବାଚନ ଅଧକାରୀଙ୍କ ଆଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଫେରାଦ ହେଲା ବିଜେପି

କାଲିଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ   ମତଦାନ ପ୍ରକ୍ରିୟା। ନିର୍ବାଚନର ଗୋଟେ ଦିନ ପୂର୍ବରୁ ସମସ୍ତ ଦଳୀୟ ନେତା ବାତିଲ  କରିଥିଲେ ତାଙ୍କର ନିର୍ବାଚନୀ ପ୍ରଚାର। ତେବେ କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ୩ଟି ଜାଗାରେ ସଭା କରିଥିବା ନେଇ ଅଭିଯୋଗ କରିଛି ବିଜେପି। ବୌଦ୍ଧ, ସୋନପୁର, ବାଲିଗୁଡ଼ାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିଥିବା ବେଳେ କିଛି ଗଣମାଧ୍ୟମ ଏହା ସିଧା ପ୍ରସାରଣ  ବି କରିଛନ୍ତି।

ବିଜେପିର ପ୍ରେସ୍‌ମିଟ୍‌କୁ ଲାଇଭ କରିଥିବା କହି ଏକ ଚ୍ୟାନେଲକୁ ନୋଟିସ୍ କରାଯାଇଥିବା ବେଳେ ଆଜି ଲାଇଭ୍ କରିଥିବା ଗଣମାଧ୍ୟମକୁ କାହିଁକି ନୋଟିସ୍‌ କରାଯାଉନି ବୋଲି ପ୍ରଶ୍ନ ଉଠାଇଛି ଦଳ। ରାଜ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ କରିଛନ୍ତି ବିଜେପି କର୍ମକର୍ତ୍ତା
ପଢନ୍ତୁ: ବିଜେଡ଼ି ଓ ବିଜେପି ମହାମିଳନର ମାଧ୍ୟମ ସଜିଲା ହେଲିକପ୍ଟର

Related posts

ଆକ୍ଟର-ହେଲିକପ୍ଟର ଲଢେଇ ହେବ କେନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

Ratnamani Moharana

ବୈଜୟନ୍ତ ପଣ୍ଡାଙ୍କ ହାତ ଛାଡିଲେ ସଂଯୋଜକ ଦେବାଶିଷ ମଲ୍ଲିକ

ENO Beuro

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Ratnamani Moharana

Leave a Comment