POLITICALS

ବିଜେଡ଼ି ଓ ବିଜେପି ମହାମିଳନର ମାଧ୍ୟମ ସଜିଲା ହେଲିକପ୍ଟର

ଯୋଉଠି ବିଜେଡି, ସେଇଠି ବିଜେପି ହେଲିକପ୍ଟର

ଆଜି ବାମରା ବ୍ଲକର ଗଡପୋଷ ନିକଟସ୍ଥ କିନାବଗାରେ ବିଜେପିର ଦଳୀୟ ପ୍ରଚାରରେ ଦେଖାଯାଇଥିଲା ଏକ ଅଦ୍ଭୁତପୂର୍ଣ ଦୃଶ୍ୟ। ଯାହା କେବେ କି କେହି ଦେଖିନଥିବେ। ସେହି ପ୍ରଚାରରେ ହୋଇଥିଲା ବିଜେଡ଼ି ଓ ବିଜେପିର ମହାମିଳନ । ଖବରଟି କିଛି ଏହିପରି। ଆଜି ଗୋଟିଏ ଅଞ୍ଚଳର ଦୁଇଟି ସ୍ଥାନରେ ଉଭୟ ବିଜେଡ଼ି ଓ ବିଜେପିର ପ୍ରଚାର କାର୍ଯ୍ୟକ୍ରମ ଥିଲାବେଳେ ତେଲେ ସରିଯିବାରୁ ବିଜେଡ଼ିର ପ୍ରଚାର ସ୍ଥାନରେ ବିଜେପି ନେତାଙ୍କ ହେଲିକପ୍ଟରର ଏକ ବିଲରେ ଜରୁରୀ ଅବତରଣ  କରିଥିଲା।

ଗତକାଲି ସମ୍ବଲପୁର କୁଚିଣ୍ଡା   ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଶ୍ରୀତମ ଦାସ  ଯୋଗ ଦେବାର ଥିଲା।ତେବେ  ତେଲ ସରିଯିବାପରେ ହେଲିକପ୍ଟଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। ପରେ ପ୍ରଶାସନ ବିଜେଡି ପକ୍ଷରୁ ଚାଲିଥିବା ଏକ ସଭା ନିକଟ ପଡ଼ିଆରେ ହେଲିକପ୍ଟରକୁ ଅବତରଣ କରିବାକୁ ଅନୁମତି ଦେଇଥିଲା। ଦୁଇ ଘଣ୍ଟା ଯାଏ ସେଠାରେ ନେତାମାନେ ପ୍ରବଳ ଖରରେ ସେଠାରେ ନହିଁ ନଥିବା ଦୁର୍ଦଶାର  ସମୁଖୀନ ହୋଇଥିଲେ। ଅପରପକ୍ଷେ ନିକଟରେ ବିଜେଡ଼ି ନେତାଙ୍କ ପାଇଁ ହେଲିପ୍ୟାଡ ହୋଇଥିଲେ ହେଁ ସେଠାରେ ଏହାକୁ ଅବତରଣ ନକରି ବିଲରେ ଅବତରଣ କରିବାନେଇ ଚର୍ଚ୍ଚା ଜୋର ଧରିଛି।

ପଢନ୍ତୁ: ଆନ୍ଧ୍ରପ୍ରଦେଶର ବିଶାଖାପଟଣାରେ ଭୋଟ ଦେଲେ ବହୁ ପ୍ରବାସୀ ଓଡ଼ିଆ

Related posts

ଆଜିଠୁ ଆରମ୍ଭ ‘ମୁଁ ନବୀନଙ୍କ ପାଇଁ କହୁଛି’ ଅଭିଯାନ: ଡ. ଅମର ପଟ୍ଟନାୟକ କଲେ ଶୁଭାରମ୍ଭ

Ratnamani Moharana

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!

ENO Beuro

Leave a Comment