EnewsOdia.Com

ଅଯୁଗ୍ମ ସଂଖ୍ୟା ଥିବା କାର୍‌ରେ ଆସି ଜରିମାନା ଦେଲେ ବିଜେପି ନେତା ବିଜୟ ଗୋଏଲ୍‌

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ହେବା ଯୋଗୁଁ ଆଜି ଠାରୁ ଆରମ୍ଭ ହୋଇଥିବା ଯୁଗ୍ନ ଅଯୁଗ୍ମ କାର୍‌ ଚଳାଇବା ନିୟମକୁ ଉଲ୍ଲଂଘନ କରି ବିଜେପି ନେତା ବିଜୟ ଗୋଏଲ ଜରିମାନା ଦେଇଛନ୍ତି।  ଦିଲ୍ଲୀ ସରକାରଙ୍କର ଏହି ନିମୟକୁ ଅମାନ୍ୟ କରିବା ଲାଗି ବିଜୟ ଗୋଏଲ୍‌ ଘରୁ ଗୋଟାଏ ଅଯୁଗ୍ମ ସଂଖ୍ୟବିଶିଷ୍ଟ କାର୍‌ରେ ବାହାରିଥିଲେ।

ଗଣମାଧ୍ୟମକୁ ସେ କହିଛନ୍ତି: ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହା ଗୋଟାଏ କୌଶଳ। ଦିଲ୍ଲୀ ସରକାର ନିଜେ କହୁଛନ୍ତିଯେ କ୍ଷେତରେ ନଡ଼ା ପୋଡ଼ାଯିବା କାରଣରୁ ପ୍ରଦୂଷଣ ହେଉଛି। ତେବେ ଏ ଯୋଜନା କି ଭଳି ପ୍ରଦୂଷଣ ହ୍ରାସ କରାଇବାରେ ସହାୟକ ହେବ? ନିୟମ ଉଲ୍ଲଂଘନ ପାଇଁ ମୁଁ ଜରିମାନା ଦେବାକୁ ପ୍ରସ୍ତୁତ।  ଏଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ତାଙ୍କ ନାମରେ ଚାଲାଣ କାଟିଛନ୍ତି।

ପଢନ୍ତୁ: ଓଡିଶା ମୁହାଁ ଆଉ ଏକ ବାତ୍ୟା

ସମ୍ବନ୍ଧିତ ଖବର

ଦୀପାବଳି ପାଳିବାକୁ ଦିଲ୍ଲୀରୁ ଲୁଚି ଗାଁକୁ ଚାଲିଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Ratnamani Maharana

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

Ratnamani Maharana

୯୨ ବର୍ଷରେ ପାଦ ଥାପିଲେ ଆଡଭାନୀ

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana

ବୋର୍ଡ ପରୀକ୍ଷା ପୂର୍ବରୁ କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

Ratnamani Maharana