EnewsOdia.Com

ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ଦାବି

ସବୁବେଳେ ନିଜର ବୟାନ ଲାଗି ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ସୁରେନ୍ଦ୍ର ସିଂହ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀଙ୍କୁ ଦେଶରେ ବାବାରଙ୍କ ଏକମାତ୍ର ବଂଶଜ ବୋଲି କହି, ଅଯୋଧ୍ୟା ମାମଲାରେ ନ୍ୟାୟାଳୟର ଫଇସଲାକୁ ଅସମ୍ମାନିତ କରୁଥିବାରୁ କାରଣରୁ ତାଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ହେବା ଦରକାର ବୋଲି ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟର ୫ ଜଣ ନ୍ୟାୟାଧୀଶ ରାମମନ୍ଦିର ପ୍ରସଙ୍ଗରେ ଐତିହାସିକ ରାୟ ଶୁଣାଇଛନ୍ତି । ଏହାକୁନେଇ ଦେଶର ୧୩୦ କୋଟି ଲୋକ ସନ୍ତୁଷ୍ଟ ବୋଲି ଅଛନ୍ତି । ଦେଶର ଗଣତନ୍ତ୍ର ଇତିହାସରେ ଏହା ପ୍ରଥମ ରାୟ, ଯାହାକି ସବୁ ବର୍ଗର ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇଛି।  ଏହାସହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟଙ୍କ ୫ ବିଚାରପତିଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କରିଛନ୍ତି ।

ପଢନ୍ତୁ: ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

 

 

 

ସମ୍ବନ୍ଧିତ ଖବର

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍‌ ଲାଗିଥିବା ପାକିସ୍ତାନୀ ପକ୍ଷୀ

Ratnamani Maharana

ଆଜି ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ

Ratnamani Maharana

ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

Ratnamani Maharana

ଭାରତ ବନ୍ଦକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମର୍ଥନ

Ratnamani Maharana

ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

Ratnamani Maharana