POLITICALS

କାମଚଳା ବାଚସ୍ପତି ହେଲେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାର

Ss

ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସାଂସଦ ସନ୍ତୋଷ ଗଙ୍ଗୱାର । ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବହୁମତରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଆଜି ନୂଆ ମନ୍ତ୍ରୀପରିଷଦଙ୍କ ସହ ଶପଥ ନେବ । ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ତେବେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବ ବରେଲିର ବିଜେପି ସାଂସଦ ସନ୍ତୋଷ ଗଙ୍ଗୱାର ।

ସନ୍ତୋଷ ଗଙ୍ଗୱାର ଉତ୍ତରପ୍ରଦେଶ ବରେଲିରୁ ଲୋକସଭା ସାଂସଦ ଅଛନ୍ତି । ୨୦୧୯ ନିର୍ବାଚନରେ ବରେଲି ଆସନରୁ ବିଜେପି ଟିକେଟରେ ନିର୍ବାଚନ ଜିତିଛନ୍ତି ସନ୍ତୋଷ ଗଙ୍ଗୱାର ।ସଂସଦକୁ ଲଗାତର ୮ଥର ନିର୍ବାଚିତ ହୋଇଥବାରୁ ବରିଷ୍ଠତା ଆଧାରରେ ସନ୍ତୋଷ ଗଙ୍ଗଓ୍ୱାର ପ୍ରୋଟେମ୍ ସ୍ପିକର  ଭାବରେ ମନୋନୀତ ହୋଇଛନ୍ତି।
ପଢନ୍ତୁ: ଟିଭି ବିତର୍କରୁ ଦୂରେଇଲେ କଂଗ୍ରେସ ମୁଖପାତ୍ର

Related posts

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

ENO Beuro

ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

Ratnamani Moharana

Leave a Comment