POLITICALS

କେନ୍ଦ୍ରାପଡ଼ାରେ ମତଦାନ ସମୟରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ

ବହୁ ଚର୍ଚ୍ଚିତ କେନ୍ଦ୍ରପଡା ଆସନ  ଏବେ ଓଡିଶାର ଏକ ପ୍ରମୁଖ ସ୍ଥାନ ଭାବେ ଉଭା। କାରଣ ଏଠାରେ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉ ନାହିଁ । ଏଠାରେ ଲଢେଇ ହେଉଛି ଆନ୍‌-ବାନ୍‌-ସାନ୍‌ର ଲଢେଇ । କେନ୍ଦ୍ରାପଡ଼ା ଲୋକସଭାରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା   ବିଜେପିରୁ ପ୍ରାର୍ଥୀ ଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି । ତେବେ ଏଠାରେ ନିର୍ବାଚନୀ ହିଂସାର ଆଶଙ୍କା କରି ସୁରକ୍ଷା କର୍ମୀ ନିଯୁକ୍ତି କରିଥିଲେ ମଧ୍ୟ ସେଠାରେ ଦେଖାଦେଇଛି ନିର୍ବାଚନୀ ହିଂସା

ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ନିସ୍ତୁକ ମାଡ଼

କେନ୍ଦ୍ରାପଡ଼ା ଜିଲ୍ଲା ମାହାଙ୍ଗାରେ ବିଜେଡିର ଗୁଣ୍ଡାରାଜ୍‌। ସୁକରପଡ଼ା ବୁଥ୍‌ରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କ ଦଳର କର୍ମୀଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୈଜୟନ୍ତ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଏପରିକି ବିଜେଡି କର୍ମୀମାନେ ଗଣମାଧ୍ୟମ କର୍ମଚାରୀଙ୍କୁ  ମଧ୍ୟ ଠେଲାପେଲା କରିଥିଲେ।
ପଢନ୍ତୁ: ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Related posts

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର!

ENO Beuro

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା: ପ୍ରଥମ ଦିନରେ ବିଜେପି ଉପରେ ବର୍ଷିଲେ

Ratnamani Moharana

ପରାଜୟର ଆଘାତକୁ ଭୁଲିପାରୁ ନାହାନ୍ତି ରାହୁଲ, ଇସ୍ତଫା ଜିଦରେ ଅଟଳ

Ratnamani Moharana

1 comment

Leave a Comment