VASTU

ଆପଣ ଜାଣିଛନ୍ତି କି ? କଳା ପିମ୍ପୁଡି ଘରକୁ ଆସିବା ଶୁଭ ମନାଯାଏ ! ଜାଣିରଖନ୍ତୁ ଏହା ସମ୍ପର୍କରେ ବାସ୍ତୁଶାସ୍ତ୍ର କଣ କୁହେ ?

ଯେଉଁ ଘରେ ରାମାୟଣ ପାଠ , ସତ୍ୟନାରାୟଣ ପୂଜା ଓ ସୁଂଦରକନ୍ଦା ଇତ୍ୟାଦି ପାଠ କରାଯାଏ । ସେଠାରେ କୌଣସି ବାସ୍ତୁଦୋଷ ରହେ ନାହିଁ । ଏହା ବ୍ୟତୀତ ଘରେ କିଛି ଏପରି ଜିନିଷ ଅଛି ଯାହାକୁ ରଖିବା ଦ୍ୱାରା ମଧ୍ୟ ଘରେ ସକାରାତ୍ମକ ଶକ୍ତିର ସଂଚାର ହେଇଥାଏ ଏବଂ ସମସ୍ତ ବାସ୍ତୁଦୋଷ ଦୂର ହୁଏ ଓ ଘରେ ଧନର ଅଭାବ ରହେ ନାହିଁ । ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ କେତେକ କଥାକୁ ଅନୁସରଣ କଲେ ,ଆପଣଙ୍କ ଜୀବନ ପାଇଁ ବେଶ ଫଳପ୍ରଦ ହୋଇଥାଏ। ଆଉ ହଁ ବାସ୍ତୁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଘରେ ଯଦି କିଛି ଖରାପ ଜିନିଷ ସାମ୍ନାକୁ ଆସେ ତାହେଲେ ଏହାର ପ୍ରତିକାର କରିବା ନିହାତି ଆବଶ୍ୟକ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଟିପ୍ସ

  • ଘରେ କଳା ପିମ୍ପୁଡି ଆସିଥାଏ ତେବେ ଏହା ଶୁଭ ହେଇଥାଏ । କିନ୍ତୁ ନାଲି ରଙ୍ଗ ପିମ୍ପୁଡି ଅଶୁଭ ଅଟେ । ନାଲି ରଙ୍ଗ ପିମ୍ପୁଡି ଆସିଲେ ଘରକୁ ବଡ ହାନି ହେବାର ସମ୍ଭାବନା ଥାଏ।
  • ଯଦି ଘରେ କଳା ମୂଷାର ସଂଖ୍ୟା ବଢି ଯାଉଛି ତେବେ ଏହାର ସଂକେତ ଘରେ ଆଗକୁ ବହୁତ କ୍ଷତି ହେବାର ସମ୍ଭାବନା ଅଛି।
  • ଝରକା ଓ କବାଟ କିମ୍ବା ଆଲମାରୀରେ ପୋକ ଲାଗିବା ନଚେତ ମହୁମାଛି ଘରେ ଛତା ବନେଇ ଦେବା ମଧ୍ୟ ଶୁଭ ମାନା ଯାଏ ନାହିଁ । ଏହା ଦ୍ୱାରା ଘରର ସମସ୍ତ ଲୋକଙ୍କ ଖରାପ ସମୟ ଚାଲିଥାଏ।
  • ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଉତ୍ତର ଦିଗକୁ ବହୁ ଶୁଭ ମାନା ଯାଏ ତେଣୁ ଉତ୍ତର ଦିଗକୁ ସଫା ସଫି ରଖିଲେ ଘରକୁ ଧନ ପ୍ରାପ୍ତି ହେଇଥାଏ। ଆଉ ମଧ୍ୟ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।

ପଢନ୍ତୁ;

ରକ୍ତକୁ ନିର୍ମଳ ରଖିବାରେ ସାହାଯ୍ୟ କରିଥାଏ “ଗାଜର” ଆସନ୍ତୁ ଜାଣିବା ଏହା ପୁରୁଷଙ୍କ ପାଇଁ କେତେ ଉପକାରୀ?

Related posts

ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ପାଇଁ ଶନିବାର ଦିନ ଏହି ଜିନିଷ କିଣନ୍ତୁ ନାହିଁ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ପାଖରେ ଲକି କ୍ୟାଟ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦ୍ଵାରା ପାଖରେ ଏହି ୫ଟି ଜିନିଷ ରଖନ୍ତୁ ନାହିଁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More