Loading...

ଋଷ - ୟୁକ୍ରେନ୍‌ ବିବାଦ: ସୀମା ଟପି ୟୁକ୍ରେନ୍‌ରେ ପଶିଲେ ରୁଷ୍‌ ସେନା

ଋଷ - ୟୁକ୍ରେନ୍‌ ବିବାଦ: ସୀମା ଟପି ୟୁକ୍ରେନ୍‌ରେ ପଶିଲେ ରୁଷ୍‌ ସେନା

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ରିପୋର୍ଟ ଆସିଛି।

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ରିପୋର୍ଟ ଆସିଛି। ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ର ଆକ୍ରମଣ ଯୋଗୁଁ ଅନ୍ଧାରିଆ ଦିଗ୍‌ବଳୟରେ ଝଲସି ଉଠୁଥିବା ପ୍ରକାଣ୍ଡ ଅଲୁଅର ଝଲକ ଥିବା ଭିଡିଓ ଆମେରିକାର ‘ବିଏନ୍‌ଓ ନିଉଜ୍‌’ ପ୍ରସାରଣ କରୁଛି।ୟୁକ୍ରେନ୍‌ର ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଖାର୍କିଭ୍‌ ସୀମା ପାର ହୋଇ ରୁଷ୍‌ ସେନା ଓଡ଼େଶା ଏବଂ ଅନ୍ୟ ଅଞ୍ଚଳକୁ ଚାଲି ଆସିଲେଣି।


ସେହିପରି, ରୁଷ୍‌ର ବେଲ୍‌ଗ୍ରୋଡ୍‌ ପ୍ରଦଶେରେ ମଧ୍ୟ ସିରିଜ୍‌ ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କଥାକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ରଏର୍ଟସ୍‌ ରିପୋର୍ଟ କରିଛି।

ଏଥିସହ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ପିଛା ୧୦୦ ଡଲାର୍‌ ହୋଇଯାଇଥିବା ରିପୋର୍ଟ ମିଳିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.