Loading...

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ ।

ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ଅନେକ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । ଯେଉଁ ବ୍ଲକରେ ଏକାଧିକ ଅଧ୍ୟକ୍ଷ ଆଶୟୀ ନାମାଙ୍କନ ଦାଖଲ କରିବେ ସେଠାରେ ଭୋଟ ହେବ ।ଆଜି ଫଳାଫଳ ମଧ୍ୟ ପ୍ରକାଶ ପାଇବ । ସମିତିସଭ୍ୟ ଭୋଟ ଦେଇ ବ୍ଲକ ଅଧ୍ୟକ୍ଷଙ୍କୁ ବାଛିବେ । ତେଣୁ ସମିତିସଭ୍ୟଙ୍କୁ ନେଇ ଲାଗି ରହିଛି ଟଣାଓଟରା । ୨୦୧୭ରେ ବିଜେଡି ସର୍ବାଧିକ ୨୨୦ଟି ଆସନ ଦଖଲ କରିଥିଲା । କଂଗ୍ରେସ ୪୬ଟି ଓ ବିଜେପି ଭାଗରେ ପଡିଥିଲା ୩୮ଟି ଆସନ । ଏଥର ୩୦୦ ବ୍ଳକ ଅଧ୍ୟକ୍ଷ ପଦ ହାତେଇଛି ଉଦ୍ୟମ କରୁଛି ବିଜେଡି । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପରେ କାଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ହେବ ନିର୍ବାଚନ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.