Loading...

Blog

ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା

ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା

ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।

ବରଯାତ୍ରୀ ସହ ବର ବେଶରେ ବାହାରିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

Read More

ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ ସୁପର କିଙ୍ଗ୍ସ

ପଞ୍ଚମ ଆଇପିଏଲ୍‌ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି ଧୋନୀ ବାହିନୀ।

Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଜଳୁଛି ସାରା ଓଡ଼ିଶା ।ରାଜ୍ୟରେ କାଳବୈଶାଖୀ ଦୁର୍ବଳ ହୋଇଥିବା ବେଳେ କାଁଭାଁ ବର୍ଷା ହେଉଥିବାରୁ ରାଜ୍ୟରେ ଅସହ୍ୟ ଖରା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି ।

Read More

ଶୈବ ପୀଠରେ ପ୍ରସାଦ ବାହାନାରେ ଆଉ ଚଳିବ ନାହିଁ ଚିଲମରେ ଗଞ୍ଜେଇ ଟାଣିବା

ଆଉ ଚଳିବନି ଭୋଗ ନାଁରେ ବାହାନା । ରାଜ୍ୟର ଶୈବ ପୀଠରେ ପ୍ରସାଦ ବାହାନାରେ ଚିଲମରେ ଗଞ୍ଜେଇ ଟାଣିବା ଉପରେ ନିଷିଧାଦେଶ ଜାରି କରିଛନ୍ତି ସରକାର।

Read More

ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୧୦୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ

୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି ।

Read More

ଆଇପିଏଲ ମ୍ଯାଚର ଫାଇନାଲ ଯିବାକୁ ଗୁଜରାଟ-ଚେନ୍ନଇ ଲଢ଼େଇ

ଆଇପିଏଲ ୨୦୨୩ର ଫାଇନାଲରେ ପହଞ୍ଚିବା ଲାଗି ଗୁଜରାଟ-ଚେନ୍ନଇ ପାଇଁ ଆଜି ସୁଯୋଗ। ଆଇପିଏଲ୍‌ର ୧୬ଶ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୪ଟି ମୁକାବିଲା ବାକିଅଛି ।

Read More

ହ୍ବାଟସ୍‌ଆପ୍‌ର ନୂଆ ଫିଚର, ଏଣିକି ମେସେଜ ଏଡିଟ କରିପାରିବେ ବ୍ୟବହାରକାରୀ

ଏଡିଟ୍ ସୁବିଧା ହ୍ବାଟସ୍‌ଆପ୍‌ରେ ଉପଲବ୍ଧ ହୋଇଛି ବୋଲି ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି। ‌ମେସେଜ୍‌ ପଠାଇବାର ୧୫ ମିନିଟ୍ ଭିତରେ ତାହାକୁ ଏଡିଟ୍ କରିହେବ।

Read More

ଜାଣିରଖନ୍ତୁ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ କେଉଁ କେଉଁ ଆଡଭାଇଜରି ଜାରି କଲା ଆରବିଆଇ

୨୦୦୦ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଦେଶର ସମସ୍ତ ବ୍ୟାଙ୍କରେ ମଙ୍ଗଳବାରଠାରୁ ଆରମ୍ଭ ହେବ। ତେବେ ଏହାକୁ ବଦଳାଇବାକୁ କେତେକ ଆଡଭାଇଜରି ଜାରି କରିଛି ଆରବିଆଇ। ନିଜର ନୋଟ ବଦଳାଇବା ପୂର୍ବରୁ ଜାଣିରଖନ୍ତୁ କଣ ରହିଛି ନିୟମ

Read More

ମେ ୨୪ରୁ ବିଧାନସଭା ସମ୍ମୁଖରେ ଧାରଣା ଦେବ ପ୍ରାଥମିକ ଶିକ୍ଷକ ମଞ୍ଚ

ଦୀର୍ଘ ୬ ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କ ୨୮୦୦ ଗ୍ରେଡ୍ ପେ ଦାବି କରିଆସୁଛି ପ୍ରାଥମିକ ଶିକ୍ଷକ ମଞ୍ଚ। ନିରବଦ୍ରଷ୍ଟା ସାଜିଛି ଓଡିଶା ସରକାର। ତେବେ ମେ ୨୪ରୁ ବିଧାନସଭା ସମ୍ମୁଖରେ ଧାରଣା ଦେବ ପ୍ରାଥମିକ ଶିକ୍ଷକ ମଞ୍ଚ।

Read More

୨୦୦୦ ଟଙ୍କିଆ ବିମୁଦ୍ରୀକରଣ ଘୋଷଣା ପରେ ବଢୁଛି ସୁନା ଓ ପେଟ୍ରୋଲର ଚାହିଦା

ସୁନା-ରୂପା ଏବଂ ଅଳଙ୍କାର ଚାହିଦା ହଠାତ ବୃଦ୍ଧି ଓ ପେଟ୍ରୋଲ ପମ୍ପରେ ପୂର୍ବ ଅପେକ୍ଷା ବହୁଗୁଣ ଭିଡ। ଏହା କୌଣସି ଦ୍ରବ୍ଯର ମୂଲ୍ୟବୃଦ୍ଧି ପାଇଁ ନୁହେ ବରଂ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣାର ଏକ ଅଂଶ।

Read More

ନୂଆ ଦର ସହ ଆଜିଠୁ ପୁଣି ମିଳିବ ପାହାଳ ରସଗୋଲା

ନୂଆ ଦର ସହ ଆଜିଠୁ ପୁଣି ମିଳିବ ପାହାଳ ରସଗୋଲା। ଗତ ତିନିଦିନ ଧରି ବନ୍ଦ ଥିବା ମିଠା ଦୋକାନ ଆଜି ପୁଣି ଖୋଲିବା ନେଇ ସୂଚନା ମିଳିଛି। ଦରବୃଦ୍ଧି ପରେ ଦୋକାନ ଖୋଲାଯିବାନେଇ କହିଛନ୍ତି ଦୋକାନୀ ସଂଘ।

Read More
>