Loading...

Blog

କିବ ସଡକରେ ପହଞ୍ଚିଲା ରୁଷ ସେନା

କିବ ସଡକରେ ପହଞ୍ଚିଲା ରୁଷ ସେନା

ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍‍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି।

ଋଷ ବିରୋଧରେ ସେନା ମୁତୟନ ପ୍ରକ୍ରିୟା ଆରମ୍ଭ କଲା ନାଟୋ

ଗୋଟିଏ ପଟେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଆଟଲାଣ୍ଟିକ ସଂଘୀ ସଂଗଠନ ‘ନାଟୋ’ ଋଷ ବିରୋଧରେ ଆକ୍ସନ ମୋଡକୁ ଆସିଛି । ନାଟୋର ୩୦ ଜଣିଆ ନେତା ଏକ ସଂଯୁକ୍ତ ବୟାନରେ କହିଛନ୍ତି କି ଋଷ ସେପଟେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ତ ଏପଟେ ପୂର୍ବ ୟୁରୋପରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାରେ ଲାଗିଛି ।

Read More

କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ

ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା ।

Read More

ବିଜେପି-ବିଜେଡି ମଧ୍ୟରେ ଚାଲିଛି କଡ଼ା ଟକ୍କର

କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...

Read More

ଆରମ୍ଭ ହେଲା ଭୋଟ ଗଣତି

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।

Read More

ୟୁକ୍ରେନ ସେନା ଅସ୍ତ୍ର ଛାଡ଼ିଲେ ଆଲୋଚନା ପାଇଁ ପ୍ରସ୍ତୁତ ଋଷ

କାଲିଠୁ ୟୁକ୍ରେନ ଉପରେ ବଡ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ବର୍ତ୍ତମାନ ଏହି ପ୍ରସ୍ତାବକୁ ଏତେ ଶୀଘ୍ର ମାନିବ ନାହିଁ।

Read More

ଋଷ ଘରେ ପଶି ଆକ୍ରମଣ କରିଛି ୟୁକ୍ରେନ୍‌ ସେନା

ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ ।

Read More

ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବୁକ ଭିଡ଼ିଓ: ଋଷ ସହ ଏକା ଲଢିବାକୁ ଛାଡିଦେଲେ

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ ।

Read More

ୟୁକ୍ରେନର ରାଜଧାନୀ କିବରେ ପଶିଲା ଋଷ ସେନା : ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଦଖଲ କରିନେବ ଋଷିଆ

ରାଜଧାନୀ କିବ ଆଡକୁ ଲଗାତର ଋଷିଆ ସେନା ଅଗ୍ରସର ହେଉଛି । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି ।

Read More

ଦ୍ୱିତୀୟ ଦିନରେ ବି ୟୁକ୍ରେନରେ ଶୁଣାଗଲା ବିସ୍ଫୋରଣର ଶବ୍ଦ

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ ।

Read More

ବ୍ୟାକଫୁଟ୍‌ରେ ୟୁକ୍ରେନ : ୮ଶହ ଋଷ ସେନା ସହ ୭ ଫାଇଟର୍‌ ଜେଟ୍‌ ଓ ୬ ହେଲିକପ୍ଟର ଧ୍ଵଂସ କରିଛି ୟୁକ୍ରେନ

ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ ।

Read More

ଋଷ -ୟୁକ୍ରେନ ବିବାଦ: ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ, ୩୦୦ରୁ ଊର୍ଦ୍ଧ୍ବ ଆହତ

ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି ।

Read More
>