Loading...

Blog

ଶେଷ ଦିନରେ  ବାଲିଯାତ୍ରା, ୨ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

ଶେଷ ଦିନରେ ବାଲିଯାତ୍ରା, ୨ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

ଆଜି କଟକ ଐତିହାସିକ ବାଲିଯାତ୍ରାର ଶେଷ ଦିନ। ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ଗତ ଦୁଇଦିନ ହେଲା ବାଲିଯାତ୍ରାରେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି ।

ଆଜି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ

ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନ ଧୂପ ବଢି ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ସମ୍ପର୍ଣ୍ଣ କରିବେ ।

Read More

ବାତ୍ୟା ରୂପ ନେଲା ‘ମିଗ୍‌ଜୋମ୍‌’: ପ୍ରଭାବରେ ଆଜିଠୁ ଓଡିଶାରେ ତିନିଦିନ ବର୍ଷା

ବାତ୍ୟା ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାର ପୂର୍ବାନୁମାନ କରି ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି।

Read More

ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ

ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।

Read More

ବାସ୍ତୁ ଅନୁଯାୟୀ ବାଥରୂମରେ ଏହି ସବୁ ଜିନିଷ ରଖିବା ଦ୍ଵାରା ହୋଇଥାଏ କ୍ଷତି

ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ସଭିଁଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ।

Read More

ଆଜି ଚିଙ୍ଗୁଡିରେ ପ୍ରସ୍ତୁତ କରିବା ଏକ ନିଆରା ଖାଦ୍ଯ "ଚିଙ୍ଗୁଡି ସୁରୁଆ"

ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ  ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ  ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।

Read More

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଫୁଲକୋବି କୋରମା"

ଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ ।

Read More

କେବଳ ଖାଦ୍ଯରେ ସ୍ଵାଦ ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା

ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। ତେବେ କେବଳ ଖାଦ୍ଯରେ ସ୍ଵାଦ ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା। ପ୍ରତିଦିନ ଆପଣ ନିଶ୍ଚୟ ଗୋଟିଏ କିମ୍ବା ଦୁଇଟି କଞ୍ଚାଲଙ୍କା ତ ନିହାତି ଖାଇଥିବେ ତେବେ ଆସନ୍ତୁ ଜାଣିବା ଏହି କଞ୍ଚାଲଙ୍କା କିପରି ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷାକରିଥାଏ।

Read More

ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଲେ ମହିଳାମାନେ ଏହି ସବୁ କାମ ନକରିବା ବହୁତ ଭଲ

ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ଋତୁସ୍ରାବ ସହ ଜଡିତ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ। ପ୍ରତ୍ୟେକ ମହିଳାଙ୍କୁ ପ୍ରତିମାସ ଋତୁସ୍ରାବର ଯନ୍ତ୍ରଣା ଦେଇ ଗତି କରିବାକୁ ପଡିଥାଏ। ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଯନ୍ତ୍ରଣା , ବିରକ୍ତଭାବ ଏବଂ ଦୁର୍ବଳତା ଅନୁଭବ ହୋଇଥାଏ।

Read More

ଆଜି ଆସନ୍ତୁ ଜାଣିବା ପୋଦିନା ପତ୍ର ଶରୀର ପାଇଁ କେତେ ହିତକର

ଗାଁ ହେଉ ଅବା ସହର ଆପଣ ଯାହା ଘରକୁ ଯାଆନ୍ତୁ ଯଦି ତାଙ୍କର ଟିକିଏ ବି ଗଛ ଲଗାଇବାର ଜାଗା ଦେଖିବେ ତେବେ ସେଠାରେ ପୋଦିନା ଗଛ ନିଶ୍ଚୟ ଦେଖିଥିବେ। ଏହାର କାରଣ ହେଉଛି ପ୍ରତିଦିନର ରୋଷେଇରେ ଅଳ୍ପ ବହୁତ ପୋଦିନା ପତ୍ର ପଡିଗଲେ ଖାଦ୍ୟକୁ ଆହୁରି ରୁଚିକର କରିଦିଏ l

Read More

ସାରୁ ଖାଇବା ଦ୍ଵାରା ଶରୀରକୁ ମିଳିଥାଏ ଅନେକ ଜବରଦସ୍ତ ଫାଇଦା

ପ୍ରାୟ ସମସ୍ତେ ସାରୁ ଖାଇବାକୁ ଭଲ ପାଆନ୍ତି ନାହିଁ। କାରଣ ତାହା ପାଟି କୁ ଲାଳୁଆ ଲାଗେ ଓ କୁଣ୍ଡାଇ ହୁଏ। କିନ୍ତୁ ସାରୁ ଆମ ଶରୀର ପାଇଁ ବହୁତ୍ ଉପଯୋଗୀ।

Read More
>