Loading...

୧ ନମ୍ବର ହାଟରେ କୁଢ କୁଢ ଅଳିଆ: ଆକ୍ସନ ମୋଡରେ ବିଏମ୍ସି କମିଶନର

୧ ନମ୍ବର ହାଟରେ କୁଢ କୁଢ ଅଳିଆ: ଆକ୍ସନ ମୋଡରେ ବିଏମ୍ସି କମିଶନର

ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ ।

ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି, ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାଁନ୍ତି । ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି ବ୍ୟବସାୟୀ ସଂଘ ସହ ବୈଠକ ଡାକିଲେ କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ କଡା ନିର୍ଦ୍ଦେଶ ଦେଲେ ବିଏମ୍ସି କମିଶନର । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.