Loading...

ବାତ୍ୟା ପାଇଁ ରାଜ୍ୟରେ ସମ୍ଭାବ୍ୟ ବର୍ଷା: ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲା ବିଏମସି

ବାତ୍ୟା ପାଇଁ ରାଜ୍ୟରେ ସମ୍ଭାବ୍ୟ ବର୍ଷା: ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ୍‌ କଲା ବିଏମସି

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି।ପ୍ରଥମାଷ୍ଟମୀ ପାଇଁ ମଙ୍ଗଳବାର ଥିବା ଛୁଟିକୁ ବାତିଲ କରାଯିବା ସହ ଅଧିକାରୀମାନେ ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଥିଲା।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି।ପ୍ରଥମାଷ୍ଟମୀ ପାଇଁ ମଙ୍ଗଳବାର ଥିବା ଛୁଟିକୁ ବାତିଲ କରାଯିବା ସହ ଅଧିକାରୀମାନେ ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଥିଲା। ସମ୍ଭାବ୍ୟ ବାତ୍ୟାର ଅଗ୍ରଗତିକୁ ଦେଖି ଆଉ ଏକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କର ଅଭିଯୋଗ ଗ୍ରହଣ ସହ ସମସ୍ୟା ସମାଧାନ କରାଯିବ ବୋଲି କୁହାଯାଇଛି।  ଗତ ଜୁଲାଇରେ ବର୍ଷା ସମୟରେ ଜଳମଗ୍ନ ହୋଇଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.