Bollywood

ବଲିଉଡର ଏହି ୫ଜଣ ଲୋକପ୍ରିୟ ଅଭିନେତା ସେମାନଙ୍କର ଅଙ୍ଗରକ୍ଷୀ କୁ କେତେ ଦରମା ଦେଉଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡର ଏହି ୫ଜଣ ଲୋକପ୍ରିୟ ଅଭିନେତା ସେମାନଙ୍କର ଅଙ୍ଗରକ୍ଷୀ କୁ କେତେ ଦରମା ଦେଉଛନ୍ତି

ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଲୋକପ୍ରିୟତା କେତେ ଏହା ତ କହିବା ଜରୁରୀ ନୁହେଁ । ଯଦି ଦର୍ଶକ ମାନେ ଜାଣନ୍ତି ଯେ ତାଙ୍କ ଲୋକପ୍ରିୟ କଳାକାର ତାଙ୍କ ସହରକୁ ଆସୁଛନ୍ତି ତେବେ ସେମାନେ ତାଙ୍କୁ ଦେଖା କରିବା ପାଇଁ ସେଠି ଭିଡ ଯମେଇଦିଅନ୍ତି । ଏହିଭଳି ସ୍ଥାନ ମାନଙ୍କରୁ ଭିଡକୁ ହଟେଇକି ସେମାନଙ୍କୁ ଯିବାକୁ ବହୁତ ସମୟ ଲାଗେ । ତେଣୁ ଏଭଳି ପରିସ୍ଥିତି ପାଇଁ ତାଙ୍କ ସହ ସେମାନଙ୍କର ଅଙ୍ଗରଖିମାନେ ନିହାତି ରହିବା ଆବଶ୍ୟକ । ଏହି କଳାକାରମାନଙ୍କ ଅଙ୍ଗରକ୍ଷୀ ମାନେ ତାଙ୍କ ସୁରକ୍ଷା ନିମିତ୍ତ ପୁରା ତାକତ ଲଗେଇ ଦିଅନ୍ତି । ତେଣୁ ସବୁ କଳାକାରଙ୍କ ସୁରକ୍ଷା ପାଇଁ ସେମାନଙ୍କ ପାଖରେ ଜଣେ ହେଲେ ଅଙ୍ଗରକ୍ଷୀ ନିଶ୍ଚୟ ରହିଥାନ୍ତି । ଆଜି ଆମେ ବଲିଉଡର ୫ଜଣ ଲୋକପ୍ରିୟ ଅଭିନେତା ସେମାନଙ୍କର ଅଙ୍ଗରକ୍ଷୀ କୁ କେତେ ଦରମା ଦେଉଛନ୍ତି ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ସଲମନ ଖାନ: ସଲମନ ଖାନ ଜିଏକି ବଡିଗାର୍ଡ ସିନେମାରେ ନିଜେ ଏକ ଅଙ୍ଗରଖିର ଭୂମିକା କରିଥିଲେ, ତାଙ୍କ ପାଖରେ ତାଙ୍କର ସବୁଠାରୁ ବିଶ୍ଵାସୀ ଅଙ୍ଗରକ୍ଷୀ ରହିଛି । ସଲମନ ଖାନଙ୍କ ବଡିଗାର୍ଡଙ୍କ ନାମ ସେରା ଅଟେ ଏବୋଂ ସଲମାନ ସେରାକୁ ବାର୍ଷିକ ୨ କୋଟି ଟଙ୍କା ଦିଅନ୍ତି ।

ଅକ୍ଷୟ କୁମାର: ବଲିଉଡର ଖିଲାଡ଼ି ଷ୍ଟାର ରୂପେ ପରିଚିତ ଅକ୍ଷୟ କୁମାର ଜିଏକି ପରଦା ଉପରେ ସ୍ତଣ୍ଟ କରିବାର ଦେଖାଯାନ୍ତି ଅସଲ ଜୀବନରେ ତାଙ୍କର ମଧ୍ୟ ଏକ ଅଙ୍ଗରକ୍ଷୀ ଅଛି । ତାଙ୍କର ନାମ ଶ୍ରେୟସ ଠେଲେ ଏବୋଂ ସେ ବର୍ଷକୁ ୧.୨ କୋଟି ଟଙ୍କା ଦରମା ପାନ୍ତି ।

ଶାହରୁଖ ଖାନ୍: ବଲିଉଡର ରୋମାନ୍ସ କିଙ୍ଗ ଶାହରୁଖ ଖାନ୍ ଙ୍କୁ କିଏ ବା ନଜାଣିଛି । ସେ ନିଜର ଅଙ୍ଗରକ୍ଷୀକୁ ସବୁଠାରୁ ଅଧିକା ଦରମା ଦିଅନ୍ତି । ଶାହରୁଖ ଖାନ୍ ଙ୍କ ଅଙ୍ଗରକ୍ଷୀର ନାମ ରବି ସିଂହ ଏବୋଂ ସେ ଶାହାରୁଖ ଙ୍କ ସହ ବହୁ ଦିନରୁ ରହିଛନ୍ତି । ଶାହରୁଖ ତାଙ୍କୁ ବାର୍ଷିକ ୨.୫ କୋଟି ଟଙ୍କା ଦରମା ଦିଅନ୍ତି ।

ଅମିର ଖାନ: ଅମିର ଖାନ ବଲିଉଡରେ ନିଜର ନୂଆ ଲୁକ ପାଇଁ ପରିଚିତ ଥାନ୍ତି । ତାଙ୍କ ବଡିଗାର୍ଡ ର ନାମ କଣ ଯୁବରାଜ ଧୋରପଡେ ଅଟେ ଏବୋଂ ତାଙ୍କୁ ବାର୍ଷିକ ୨ କୋଟି ଟଙ୍କା ମିଳେ ।

ଅମିତାଭ ବଚ୍ଚନ: ଅମିତାଭ ବଚ୍ଚନ କେ ଅଙ୍ଗରକ୍ଷୀଙ୍କ ନାମ ଜିତେନ୍ଦ୍ର ସିଂହ ଅଟେ । ଜିତେନ୍ଦ୍ର, ଅମିତାଭଙ୍କ ସହ ବହୁ ଦିନରୁ କାମ କରୁଛନ୍ତି ଏବୋ ବିଗ ବି ତାଙ୍କୁ ୧.୫ କୋଟି ଟଙ୍କା ଦରମା ଦେଉଛନ୍ତି ।

ବଲିଉଡର ଏହି ୫ଜଣ ଲୋକପ୍ରିୟ ଅଭିନେତା ସେମାନଙ୍କର ଅଙ୍ଗରକ୍ଷୀ କୁ କେତେ ଦରମା ଦେଉଛନ୍ତି

ପଢନ୍ତୁ, ନିୟମିତ ବ୍ୟାୟାମ ପରେ ଶରୀରକୁ ନିରୋଗ ରଖିବା ପାଇଁ କଣ କରିବା ଉଚିତ ଜାଣିରଖନ୍ତୁ

Related posts

ବିବାହ ସିନେମା ର ଛୋଟ ଝିଅ ଅମୃତା ପ୍ରକାଶ, ଏବେ କେମିତି ଦିଶୁଛନ୍ତି ଆସନ୍ତୁ ଜାଣିବା

ENO Beuro

ଆସନ୍ତୁ ଜାଣିବା କିଛି ଲୋକପ୍ରିୟ ବଲୀଉଡ କଳାକାର ଙ୍କ ପ୍ରିୟ ଖାଦ୍ୟ ସମ୍ପର୍କରେ

ENO Beuro

Sanjay Dutt and Pooja Bhatt’s Sadak 2, Has Locked A Release Date Of 31st August

ENO Beuro

2 comments

Leave a Comment