Entertainment

ଚର୍ଚ୍ଚାରେ ବିଗ୍ – ବିଙ୍କ ସାଥେ ଶ୍ଵେତା ଙ୍କ ଭାଇରାଲ ଫୋଟ !

ଅମିତାବ ବଚ୍ଚନ୍ନ ଙ୍କ ସାଥେ ତାଙ୍କ ଝିଅ ଶ୍ଵେତାଙ୍କ ଭାଇରାଲ ଫୋଟ ଏବେ ଚର୍ଚ୍ଚାରେ

ବଲ୍ଲିଉଡ ମେଗାଷ୍ଟାର ବିଗ୍ – ବି ଅମିତାବ ବଚ୍ଚନ୍ନ ଙ୍କ ସାଥେ ତାଙ୍କ ଝିଅ ଶ୍ଵେତାଙ୍କ ଭାଇରାଲ ଫୋଟ ଏବେ ଚର୍ଚ୍ଚାରେ । ଅମିତାବ ବଚ୍ଚନ୍ନ ବଲ୍ଲିଉଡରେ ସବୁଠାରୁ ବଡ ଏବଂ ସମ୍ମାନିତ ଅଭିନେତା ମାନଙ୍କ ମଧ୍ୟରୁ ଜଣେ , ସେ ଜଣେ ଷ୍ଟାର ହେବା ସଙ୍ଗେ ସଙ୍ଗେ ତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ । ସେ ଆଜି ତାଙ୍କ ଇନଷ୍ଟା-ଗ୍ରାମରେ ତାଙ୍କ ଝିଅ ଶ୍ଵେତାଙ୍କ ସାଥେ ଏକ ପୋଷ୍ଟ ଶେୟାର କରିଛନ୍ତି ସେହି ଫୋଟ ତାଙ୍କ ଝିଅର ପିଲା ବେଳେ ନିଆଯାଇଛଥିଲା । ଯେଉଁଥିରେ ବିଗ୍-ବି ମତାମତ ଦେଇଛନ୍ତି ଯେ , ସେ ତାଙ୍କ ଝିଅ ଶ୍ଵେତାଙ୍କୁ ସବୁଠାରୁ ଅଧିକ ଭଲ ପାଆନ୍ତି ।

ବିଗ୍-ବିଙ୍କର ସେହି ଫୋଟରେ ଆଉ ଗୋଟେ ଫୋଟ ମଧ୍ୟ ରହିଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଶ୍ଵେତାଙ୍କ ପିଲାବେଳେ ତାଙ୍କ ବାପା ଶ୍ଵେତାଙ୍କର ହାତଧରି ରହିଥିଲେ କିନ୍ତୁ ତା ଅପରପକ୍ଷ ଫୋଟରେ ଶ୍ଵେତା ତାଙ୍କ ବାପାଙ୍କ ହାତଧରି ରହିଛନ୍ତି କାରଣ ଶ୍ଵେତାଙ୍କ ପାଇଁ ତାଙ୍କ ବାପା ସବୁକିଛି । ଏହି ଫୋଟରେ ବହୁତ ବଡ ବଡ ବଲ୍ଲିଉଡ ଅଭିନେତା ମାନଙ୍କ କମେଣ୍ଣ୍ ମଧ୍ୟ ଦେଖିବାକୁ ମିଳିଛି ଏବଂ ଯେଉଥିରେ କୁହାଯାଉଛି ଯେ , ଏହି ଫୋଟଟି ତାଙ୍କ ଝିଅ ଶ୍ଵେତା ଏବଂ ଗୋଟେ ବାପା ଝିଅର ସମ୍ପର୍କ କିଭଳି ସବୁବେଳେ ନିବିଡ ରୁହେ ସେଥିପାଇଁ ବିଗ୍-ବି ଶେୟାର କରିଛନ୍ତି ।

ଚର୍ଚ୍ଚାରେ ବିଗ୍ – ବିଙ୍କ ସାଥେ ଶ୍ଵେତା ଙ୍କ ଭାଇରାଲ ଫୋଟ ! Untitled 2

ପଢନ୍ତୁ ;

କେଉଁ କାରଣରୁ କରଣଙ୍କ ସିନେମାକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ , ଜାଣନ୍ତୁ କାରଣ କ’ଣ ?

Related posts

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

ENO Beuro

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ENO Beuro

ନିଜର ପୁରୁଣା ସଂପର୍କ ଭାଙ୍ଗିବା ପଛରେ ଥିବା କାରଣ କହିଲେ ଶରଦ ମାଲହୋତ୍ରା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More