Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ପରେଶ ରାଓ୍ବଲ !

ରାଜନୀତି ଜଗତର ଚର୍ଚ୍ଚିତ ଚେହେରାଙ୍କ ଉପରେ ସିନେମା କରିବାକୁ ପ୍ରଯୋଜକମାନେ ଆଗଭର

ବଲିଉଡ୍‌ରେ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ଜୀବନୀକୁ ନେଇ ନିର୍ମିତ ହେଉଥିବା ଫିଲ୍ମ ଦର୍ଶକଙ୍କ ମନ ବେଶ୍‌ ଛୁଉଁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଫିଲ୍ମ ହେଉଛି। ଏଥିରେ ମୋଦିଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଲୋକପ୍ରିୟ ଅଭିନେତା ପରେଶ୍‌ ରାଓ୍ବଲ।

ବଲିଉଡ୍‌ ଜଗତରେ ସବୁପ୍ରକାର ଭୂମିକାରେ ନିଖୁଣ ଅଭିନୟ କରୁଥିବା ପରେଶ କହିଛନ୍ତି, ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର କାହାଣୀ ରଚନା ଶେଷ ହୋଇସାରିଛି। ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବରରୁ ଶୁଟିଂ ଆରମ୍ଭ ହୋଇଯିବ। ତେବେ ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ପରେଶ ଏହାର ପ୍ରଯୋଜନା କରୁଥିବା ଜଣାପଡ଼ିଛି।

ପଢନ୍ତୁ ;

ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା !

Related posts

ରିଲିଜ୍ ହେଲା ଜାହ୍ନବୀଙ୍କ “ଧଡକ୍” ର ଟ୍ରେଲର

ENO Beuro

Nach Baliye-Season 9ର ବିଶେଷ ପ୍ରତିଯୋଗୀ: ବଲିଉଡର ହିଟ ଯୋଡି ସାହିଦ-ମୀରା ହେବେ ଜଜ୍

Ratnamani Moharana

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ENO Beuro

Leave a Comment