EnewsOdia.Com

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଓଡ଼ିଶାରେ ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ । ଓଡ଼ିଶା କୁଇନ୍‌ ୨୦୧୯ କାର୍ଯ୍ୟକ୍ରମରେ ଜଜ୍‌ ଭାବେ ଯୋଗଦେବା ପାଇଁ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜରିନ୍‌ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଏହି ଅବସରରେ ଜରିନ୍‌ ଖାନ୍‌ କରିଛନ୍ତି, ଏହା ହେଉଛି ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଓଡ଼ିଶା ଆସି ସେ ବେଶ୍‌ ଖୁସି ଅନୁଭବ କରୁଛନ୍ତି । ପୂର୍ବରୁ ଓଡ଼ିଶା ଆସିଥିଲେ ମଧ୍ୟ ଓଡ଼ିଶାର କୌଣସି ଖାଦ୍ୟ ଖାଇନଥିଲେ । ସେ ଓଡ଼ିଆ ଖାଦ୍ୟ ପ୍ରତି ବିଶେଷ ଇଚ୍ଛା ଥିବା କହିଛନ୍ତି। ଏଥିର ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖାଇବା ସହ ବୁଲିବେ ବୋଲି କହିଛନ୍ତି ଜରିନ୍‌ ଖାନ୍‌ ।

ପଢନ୍ତୁ: କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ଜେଲ୍‌!

ସମ୍ବନ୍ଧିତ ଖବର

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

Ratnamani Maharana

୧୧ ବିଲିୟନ କୋଟି ଟଙ୍କାର ମାଲିକ ସୈଫ ଅଲ୍ଲୀ ଖାନ

Ratnamani Maharana

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

Ratnamani Maharana

ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’

Ratnamani Maharana

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

Ratnamani Maharana

ବନ୍ଦ ହୋଇଯିବ ଦୀପିକାଙ୍କ ଟେଲି-ସୋ ‘କବଚ… ମହାଶିବରାତ୍ରୀ’

Ratnamani Maharana