Bollywood

ଜାଣନ୍ତୁ, କାହା ବିନା ରହିପାରନ୍ତିନି ବଲିଉଡର ସୁପରଷ୍ଟାର ସନ୍ନୀ ଦେୱଲ

ଜାଣନ୍ତୁ, କାହା ବିନା ରହିପାରନ୍ତିନି ବଲିଉଡର ସୁପରଷ୍ଟାର ସନ୍ନୀ ଦେୱଲ

ଏକଦା ବଲିଉଡରେ ଚହଳ ସୃଷ୍ଟି କରିଥିବା ସିନେ ତାରକା ଧର୍ମେନ୍ଦ୍ରଙ୍କ ବଡ ପୁଅ ହେଉଛନ୍ତି ସନ୍ନୀ ଦେୱଲ ।  ସନ୍ନୀଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୬ ରେ ହେଇଥିଲା । ଏହା କହିବା ଆଦୌ ଦରକାର ନାହିଂ ଯେ ସନ୍ନିଙ୍କ ଜୀବନରେ ତାଙ୍କ ପରିବାରର କ’ଣ ମହତ୍ଵ ରହିଛି । ସେ ଏହି କଥାକୁ ବହୁତ ଥର ପ୍ରମାଣିତ କରିଛନ୍ତି । ଯେବେ ବି ପରିବାରରେ କୌଣସି ଅସୁବିଧା ପରିସ୍ଥିତି ଆସିଛି ସେ ସବୁବେଳେ ତାକୁ ସାମ୍ନା କରିବାକୁ ଆଗେଇ ଆସନ୍ତି । କେତେଥର ଏହି କଥା ଦେଖିବାକୁ ମଧ୍ୟ ମିଳିଛି ।

ଧର୍ମେନ୍ଦ୍ରଙ୍କ ଦ୍ଵିତୀୟ ପତ୍ନୀ ହେମା ମାଳିନୀ ମଧ୍ୟ ଏହି କଥାକୁ ସ୍ଵୀକାର କରିଛନ୍ତି ।

ପରଦା ଉପରେ ନିଜର କୌଶଳ ପ୍ରଦଶନ କରୁଥିବା ଏହି ନାୟକ ଅସଲ ଜୀବନରେ ଏକ ଶାନ୍ତ ସ୍ଵଭାବର ମଣିଷ । ନିଜେ ସନ୍ନି ଏହି କଥାର ଗୁମର ଖୋଲିଛନ୍ତି । ସନ୍ନୀ ଘରର ଦୁଇଜଣଙ୍କ ବିନା ଏକା ରହିପାରନ୍ତିନି । ଯେ ତାଙ୍କର ସ୍ତ୍ରୀ କିମ୍ବା ପିଲା ନୁହନ୍ତି । ୟେ ତାଙ୍କର ମାତା ପିତା ପ୍ରକାଶ କୌର ଓ ଧର୍ମେନ୍ଦ୍ର ଅଟନ୍ତି । ସନ୍ନୀ ତାଙ୍କ ପିତା ମାତାଙ୍କୁ ବହୁତ ଭଲ ପାନ୍ତି ।

ତାଙ୍କର ଭାଇ  ବବି ଦେୱଲଙ୍କ ପାଇଁ ସର୍ବଦା ଚିନ୍ତିତ ରୁହନ୍ତି । ଭାଇର କ୍ୟାରିୟର ପାଇଁ ମଧ୍ୟ ଖୁବ ସଜାଗ ଥାନ୍ତି ସନ୍ନି ।  ଧର୍ମେନ୍ଦ୍ର ଓ  ହେମାଙ୍କ ଦୁଇ ଝିଅଙ୍କୁ ବି ସନ୍ନୀ ବହୁତ ଅଧିକ ଭଲ ପାନ୍ତି ।

ଜାଣନ୍ତୁ, କାହା ବିନା ରହିପାରନ୍ତିନି ବଲିଉଡର ସୁପରଷ୍ଟାର ସନ୍ନୀ ଦେୱଲ

ପଢନ୍ତୁ, ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

Related posts

ଆସନ୍ତୁ ଜାଣିବା ବଲୀଉଡ ରେ ଅଭିନୟ କରୁଥିବା କିଛି ରାଜ ପରିବାରର ରାଜକୁମାରୀଙ୍କ ସମ୍ପର୍କରେ

ENO Beuro

ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର

ENO Beuro

Superstar Sunny Deol Is Worry About Karan Deol’s Acting Career

ENO Beuro

Leave a Comment