News

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ

cheif

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆଜି ମୁସଲିମ୍ ଧାର୍ମିକ ଗବେଷକଙ୍କ ସମ୍ମିଳନୀରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୬୦ ଜଣ ଆହତ ହୋଇଛନ୍ତି।bomb

ମିଳିଥିବା ସୂଚନାନୁସାରେ,ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୮୩ ଜଣ ଆହତ ହୋଇଛନ୍ତି । ଏହାସହ ୨୦ ଜଣ ଗୁରୁତର ଆହତ ହୋଇ ନିିକଟସ୍ଥ ମେଡିକାଲରେ ଭର୍ତି ହୋଇଛନ୍ତି । ସୂଚନାନୁସାରେ, ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ସମସ୍ତେ ଧାର୍ମିକ ଗବେଷକ ।

ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି ବିସ୍ଫୋରଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେହିଭଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରି ପୀଡ଼ିତ ପରିବାର ପ୍ରତି ସମ୍ବେଦନା ଜଣାଇଛନ୍ତି ।

ପଢନ୍ତୁ;ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

Related posts

କପି ରୋକିବାରୁ ପରୀକ୍ଷା ଦେଲେନି ୧୦ଲକ୍ଷ ଛାତ୍ରଛାତ୍ରୀ

ENO Beuro

ଅଧ୍ୟାଦେଶ ଆଣିପାରନ୍ତି ସରକାର : ନାବାଳିକା ବଳାତ୍କାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ENO Beuro

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

ENO Beuro

Leave a Comment