Celebs News

କାନ୍ଦିଲେ ବୋନି କପୁର

By Krishna Kumar Manoj

June 26, 2018

ଆଓ୍ଵାର୍ଡ଼ଟି ନେଲା ବେଳେ କାନ୍ଦିଲେ ବୋନି କପୁର

୩ ଦିନଧରି ଚାଲିଥିବା ବ୍ୟାଙ୍କକ୍‌ଠାରେ ୧୯ ତମ ଆଇଫା ଆଓ୍ଵାର୍ଡ଼ ସମାରୋହରେ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀଭାବେ ଆଇଫା ଆଓ୍ଵାର୍ଡ ଦିଆଯାଇଛି । ସୂଚନା ଅନୁସାରେ ଫିଲ୍ମ ‘ମମ୍‌’ପାଇଁ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏହି ଆଓ୍ଵାର୍ଡ଼ଟି ଦିଆଯାଇଥିବାବେଳେ,ଏହି ପୁରସ୍କାରକୁ ଗ୍ରହଣ କରିବାକୁ ପତି ବୋନି କପୁର ଷ୍ଟେଜ୍‌ ଉପରକୁ ଯାଇଥିଲେ। ହେଲେ ଆଓ୍ଵାର୍ଡ଼ଟିକୁ ନେବା ସମୟରେ ବୋନି କପୁର କାନ୍ଦିଥିଲେ ।

ପଢନ୍ତୁ : ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା