Entertainment

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କପୁର କରିପାରନ୍ତି ତୃତୀୟ ବିବାହ , ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚା 

ବୋନିଙ୍କ ବିଭାହକୁ ନେଇ ଏବେ ଚର୍ଚା

ବଲିଉଡରେ ବାହାଘର ଓ ଡିଭୋସ ସାଧାରଣ କଥା ହେଲାଣି । ବଲିଉଡର ଦୁନିଆ ରଙ୍ଗୀନ ହେଇଥାଏ ଏଠାରେ ଥିବା କଳାକାରଙ୍କର ଜୀବନୀ । ସେହି କାରଣରୁ  ଆଜିକା ସମୟରେ ଆମେ ଏପରି କିଛି ନୂଆ ଖବର ଶୁଣିବାକୁ ମିଳିଥାଏ , ଯାହା ପାଁଇ କି ସର୍ବଦା ବଲିଉଡର କଳାକାର ମାନେ ନିଜ ପ୍ରେମ ସମ୍ପର୍କ କୁ ନେଇ ଚର୍ଚାରେ ରହିଥାନ୍ତି ।

ବିବାହ କରିବା ଓ ଏଥିରେ ଅନେକ ସମସ୍ୟା ଦେଖାଦେବା ତ ଏହା ବଲିଉଡରେ ଏକ ସାଧାରଣ କଥା । ଏହାର ଉଦାହରଣ ଆପଣ ଦେଖିପାରୁଥିବେ ହ୍ରତିକ ରୋଶନ ଓ ସୁଯେନ ଏବଂ ଅରବାଜ ଖାନ ଓ ମଲାଇକାଙ୍କ ମଧ୍ୟରେ ହେଇଥିବା ଛାଡପତ୍ର ମାମଲାକୁ ନେଇ ।

ଅନ୍ୟପଟେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁରେ ବଲିଉଡ ଜଗତରୁ  ଚିରଦିନ ପାଁଇ ଶ୍ରୀଦେବୀ ଦୁରେଇ ଯାଇଛନ୍ତି ।  ଶ୍ରୀଦେବୀ ସର୍ବଦା ନିଜର ସୁନ୍ଦରତା ଓ ସୁନ୍ଦର ଅଭିନୟ ପାଇଁ  ଲୋକଗହଣ ରେ ବେଶ ପରିଚିତ ଥିଲେ ।

ଏବେ ସୋସିଆଲ ମିଡିଆରେ ମିଛ ଖବର ଭାଇରାଲ ହବାରେ ଲାଗିଛି । ଶୁଣିବାକୁ ମିଳୁଛି କି  ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କପୁର ତୃତୀୟ ବିଭାହ କରିବାକୁ ଯାଉଛନ୍ତି । କିନ୍ତୁ ଏ ଖବର ମିଛ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ  ଭାଇରାଲ ହୋଇଥିଲା କି  ବୋନି କପୁର ତୃତୀୟ ବିଭାହ କରିବେ କିନ୍ତୁ ଏ କଥା ମିଛ ବୋଲି ପ୍ରମାଣିତ ହୋଇଛି । ଏ କଥାରେ କୌଣସି ସତ୍ୟତା ନାହିଁ।

ଶ୍ରୀଦେବୀଙ୍କର ବଲିଉଡ ଯିବନି ଯେତିକି ସୁନ୍ଦର ଥିଲା ସେତିକି ହିଁ ଦୁଖଦ ଥିଲା ତାଙ୍କର ବ୍ୟକ୍ତିଗତ ଯିବନି ।  ଶ୍ରୀଦେବୀ ଓ ମିଥୁନଙ୍କର ବହୁତ ଭଲ ସମ୍ବନ୍ଧ ଥିଲା ଏପରି ମଧ୍ୟ ଲୋକେ କହୁଥିଲେ କି ଦୁହେଁ ବିବାହ ମଧ୍ୟ କରିଥିଲେ ।  କିନ୍ତୁ ସେ ସେହି ସମ୍ପର୍କକୁ ଆଗକୁ ନେଇପାରି ନ ଥିଲେ ଓ ବୋନି କପୁରଙ୍କ ସହ ବିବାହ କରିଥିଲେ ।

ପଢନ୍ତୁ ;

ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮” ତାଲିକାରେ ସ୍ଥାନ ପାଇଛନ୍ତି

Related posts

ସଲମାନ ଖାନଙ୍କ ରିଲିଜ ହେଲା ‘ରେସ୍‌-୩’ ର ପ୍ରଥମ ପୋଷ୍ଟର

ENO Beuro

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

ENO Beuro

ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More