Entertainment

ସେଲିବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

Recipe

ସୋସିଆଲ୍ ମିଡିଆର ନୂଆ ସେନ୍‌ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ । କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଭାରତରେ ମଧ୍ୟ ଏହି ଚ୍ୟାଲେଞ୍ଜ ଏବେ ବେଶ ଲୋକପ୍ରିୟ। ଏହି ଚ୍ୟାଲେଞ୍ଜରୁ ବାଦ ପଡିନାହାନ୍ତି ବଲିଉଡ ଓ ହଲିଉଡର ତାରକାମାନେ। ସେମାନେ ମଧ୍ୟ ଏହି ଚ୍ୟାଲେଞ୍ଜକୁ ଆକସେପ୍ଟ କରି ନିଜର ଭିଡିଓକୁ ପୋଷ୍ଟ କରିଚାଲିଛନ୍ତି ସୋସିଆଲ ମିଡିଆରେ।

ଆମେରିକାନ୍ ମଡେଲ୍ ତଥା ଅଭିନେତ୍ରୀ କେଣ୍ଡାଲ ଜେନର ଭିନ୍ନ ଢଙ୍ଗରେ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ସେ ସମୁଦ୍ରରେ ଜେଟ୍ ସ୍କିରେ ଚ୍ୟାଲେଞ୍ଜ ପୂରା କରିଛନ୍ତି। ସେହିପରି ଆମେରିକାନ ସିଙ୍ଗର ମାରିଆ କେରୀ  ପାଟିରେ ଚିତ୍କାର କରି ବୋତଲର ଠିପି ଖୋଲିବା ଭିଡିଓ ଭାଇରାଲ ହୋଇଛି।

Bottle Cap Challenge 1562008238

ଭାରତରେ ପ୍ରଥମେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ଆକ୍ସନ ଷ୍ଚାର ଅକ୍ଷୟ କୁମାର । ନିଜ ମାର୍ଶାଲ ଆର୍ଟ ଦକ୍ଷତାର ଚମତ୍କାର ନମୁନାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଖିଲାଡ଼ି କୁମାର। ଅଭିନେତା ଟାଇଗର ଶ୍ରଫ ଓ ସିଦ୍ଧାର୍ଥ ମଲହୋତ୍ରା   ମଧ୍ୟ ରହିଛନ୍ତି।

Idiva Bottle Cap Challenge Lead 5d1f03e9e1e66

ଅଭିନେତ୍ରୀ ପରିଣିତି ଚୋପ୍ରା  ସୁସ୍ମିତା ସେନ  ପ୍ରମୁଖ ନିଜ ଭିଡିଓ ପୋଷ୍ଟ କରିଛନ୍ତି।

Images
Images

ତେବେ ବଲିଉଡ ଷ୍ଟାର ବିଦ୍ୟୁତ ଜମଓ୍ୱାଲ ଏକାଥକରେ ୩ଟି ଠିପି ଖୋଲି ପାଦେ ଆଗକୁ ଯାଇଛନ୍ତି।

C4cb2160cd43cb4c02514b3183bd64a5

ଗୋବିନ୍ଦା   ମଧ୍ୟ ଏହି ଚ୍ୟାଲେଞ୍ଜରେ ନିଜକୁ ସାମିଲ କରିଛନ୍ତି।

Govinda 1562582912
Govinda

ପଢନ୍ତୁ: ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ଡେଜି ଶାହାଙ୍କୁ ମିଳିଲା ରାଇଫଲ୍ ସୁଟର ଲାଇସେନ୍ସ

Related posts

ମା’ ହେବେ ବେବୋ

ENO Beuro

ଏଥର ରଜରେ ଅନୁଭବ କରିବେ ଧମାଲ

ENO Beuro

ରିଲିଜ ହେଲା ‘ଗଲି ବୟ’ର ଟିଜର

ENO Beuro

Leave a Comment