VASTU

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

toe

ବ୍ୟକ୍ତିଙ୍କ ଶାରୀରିକ ଗଢ଼ଣକୁ ନେଇ ଅନେକ କଥା କୁହାଯାଏ । ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପୁରୁଷମାନଙ୍କ ପାଦର ଗଢ଼ଣରୁ ତାଙ୍କ ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ।

ତେବେ ଆସନ୍ତୁ ଜାଣିବା ପାଦର ଗଢ଼ଣ ଅନୁଯାୟୀ ସେମାନଙ୍କ ସ୍ଵଭାବ ଏବଂ ଭବିଷ୍ୟତ-

  • ଯେଉଁ ପୁରୁଷଙ୍କ ପାଦ ତଳ ଏକ୍‌ ଦମ୍‌ କଳା ଓ ଜଳି ଯାଇଥିବା ମାଟି ଭଳି ହୋଇଥାଏ। ସେମାନେ ଜୀବନରେ ଅଧିକ ସମୟ ଦୁଃଖରେ ରହିଥାନ୍ତି।
  • ଯେଉଁ ବ୍ୟକ୍ତିର ପାଦ ତଳ ହଳଦିଆ ଦେଖାଯାଉଥାଏ, ସେମାନେ ତାଙ୍କ ଜୀବନରେ ଅଧିକାଂଶ ସମୟରେ ଭୁଲ୍‌ କାମ କରିବା ସହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

toe

  • ଶାସ୍ତ୍ର ଅନୁଯାୟୀ ଯେଉଁ ପୁରୁଷଙ୍କ ପାଦ କୋମଳ, ମାଂସାଳୁ, ଲାଲ୍‌, ସୁନ୍ଦର ହୋଇଥାଏ ସେହି ବ୍ୟକ୍ତିଙ୍କ ଜୀବନ ଖୁବ୍‌ ସୁଖମୟ ହୋଇଥାଏ।
  • ଯେଉଁ ପୁରୁଷର ପାଦ ମାଂସାଳୁ ହୋଇଥାଏ ଓ ଶିର ଦେଖା ଯାଉନଥାଏ, ସେହି ବ୍ୟକ୍ତି ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।
  • ଯେଉଁ ପୁରୁଷର ପାଦ ଆଙ୍ଗୁଠି ବହୁତ୍‌ ଅଧିକ ମୋଟା ହୋଇଥାଏ ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନଥାଏ।
  • ଯେଉଁ ପୁରୁଷଙ୍କ ପାଦ କୋମଳ ଓ ପାଦର ଆଙ୍ଗୁଳି ପରସ୍ପର ସହ ଲାଗି ରହିଥାଏ ସେମାନଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସାଥ୍‌ ଦେଇଥାଏ।

ପଢନ୍ତୁ; ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

Related posts

ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ?

ENO Beuro

Leave a Comment