Loading...

ବିରୋଧ ପରେ ବି ଚକିତ କରିଦେଲା ''ବ୍ରହ୍ମାସ୍ତ୍ର''ର ପ୍ରଥମଦିନ କଲେକସନ୍

ବିରୋଧ ପରେ ବି ଚକିତ କରିଦେଲା ''ବ୍ରହ୍ମାସ୍ତ୍ର''ର ପ୍ରଥମଦିନ କଲେକସନ୍

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗି ଦେଇଛି ।

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗି ଦେଇଛି । ବ୍ରହ୍ମାସ୍ତ୍ରର ପ୍ରଥମ ଦିନ କଲେକସନ ଆପଣଙ୍କୁ ଚକିତ କରିଦେଇପାରେ । ଏହି ସିନେମାର ପ୍ରଥମ ଦିନ କଲେକସନ ଭାରତରେ ୩୬ କୋଟି ଟଙ୍କା ହୋଇଥିବା ବେଳେ ମୋଟ ୭୫ କୋଟି ଟଙ୍କା କଲେକସନ ହୋଇଛି । ଏଭଳି ଭାବେ କରୋନା ପରେ ରିଲିଜ ହୋଇଥିବା ସମସ୍ତ ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗିଛି ବ୍ରହ୍ମାସ୍ତ୍ର ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.