Recipes & Food Uncategorized

ଆସନ୍ତୁ ଜାଣିବା କିପରି ତିଆରି ହୁଏ ବ୍ରେଡ ପୁଡିଂ

ଆବଶ୍ୟକ ସାମଗ୍ରୀ: ଚିନି,କ୍ଷୀର,ବ୍ରେଡ,ଲହୁଣି, କ୍ରୀମ,ଅଣ୍ଡା,ଗୁଜୁରାତି ଗୁଣ୍ଡ,କିସମିସ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଏକ ପ୍ଲେଟ ରେ ଲହୁଣି ଲଗାଇ ସଜାଇ ରଖନ୍ତୁ। ଧୀମା ଆଞ୍ଚରେ କ୍ଷୀରକୁ ଫୁଟାଇ ଅଧା କରିଦିଅନ୍ତୁ।ତାପରେ ଏଥିରେ କିସମିସ,ଚିନି ଏବଂ କ୍ରୀମ ପକାଇ ଭଲଭାବେ ଗୋଳାଇ ରଖନ୍ତୁ।ତାପରେ ଯେତେବେଳେ ଫୁଟିବା ଷ୍ଟାର୍ଟ ହେବ ସେତେବେଳେ ଏଥିରେ ଅଣ୍ଡକୁ ଭଲଭାବେ ଫେଣ୍ଟିକି ପକାଇ ଦିଅନ୍ତୁ।ଏହା ତଳେ ଲାଗି ନ ପାରିଲା ପରି ଭଲଭାବେ ଲଗାତର ଗୋଳାନ୍ତୁ।ତାପରେ କ୍ଷୀରର ଏହି ମିଶ୍ରଣକୁ ବ୍ରେଡ ଉପରେ ଢାଳି ଦିଅନ୍ତୁ।ଏହା ପରେ ଏହାକୁ ଥଣ୍ଡା କରନ୍ତୁ ଏବଂ ଫ୍ରିଜ୍‌ରେ ଏକ ଘଣ୍ଟା ଥଣ୍ଡା ହେବା ପାଇଁ ରଖନ୍ତୁ ଏବଂ ଥଣ୍ଡା ଥଣ୍ଡା ବ୍ରେଡ ପୁଡିଂର ମଜା ନିଅନ୍ତୁ।

ପଢନ୍ତୁ:୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଦହି ଚିଙ୍ଗୁଡ଼ି’ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

ENO Beuro

Rituraj Mohanty Lent Voice For An Odia Song Of Upcoming Film Sister Sreedevi

ENO Beuro

Leave a Comment