ବାହାଘର ସମୟରେ କେମିତି ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ ଜାଣନ୍ତୁ

ମେକଅପକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି । ବିଭାହ ପାଇଁ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଉତ୍ସାହ ଥାଏ । ଏମିତିରେ କହିବାକୁ ଗଲେ ଝିଅମାନେ ବାହାଘର ସମୟରେ ମେକ୍‌ଅପ୍‌କୁ ନେଇ ବହୁତ ଚିନ୍ତିତ ଥାଆନ୍ତି । ବାହାଘର ଦିନ ଓ ରିସେପ୍‌ସନ୍‌ ପାର୍ଟିରେ କେମିତି ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ ଆସନ୍ତୁ ଜାଣିବା ।

ନବବଧୂ ପାଇଁ ମେକଅପ ଟିପ୍ସ

  • ମେକଅପ୍ ନେବା ପୂର୍ବରୁ  ତ୍ୱଚା ଗ୍ରୁମିଙ୍ଗ କରିବା ନିହାତି ଦରକାର ।
  • ଓଠ ମେକଅପ୍ ନେବା ପୂର୍ବରୁ ପ୍ରଥମେ ଫାଉଣ୍ଡେସନ୍ ଲଗାନ୍ତୁ ତା’ପରେ ଲାଇନର୍  ଲଗାଇ ସେଡ ଦିଅନ୍ତୁ । ଏହାପରେ ସାଇନର ବା ଲିପ୍ ଗ୍ଲସ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ଓଠ ଖୁବ୍ ସୁନ୍ଦର ଦେଖାଯାଏ ।
  • ପୂରା ମେକଅପ୍ ନେବା ପରେ ଆଇବ୍ରୋ ଉପରେ ଧ୍ୟାନ ଦେବେ । ହାତରେ ମଧ୍ୟ ଫାଉଣ୍ଡେସନ ବ୍ୟବହାର କରନ୍ତୁ ।
  • ଡ୍ରାସ୍ ଲୁଟ ଫାଉଣ୍ଡେସନ ପୂରା ଚେହେରା ଉପରେ ଲଗାନ୍ତୁ  । ଏହା ଦ୍ୱାରା ମେକଅପ୍ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ।
  • ମେକଅପ୍ ପୂର୍ବରୁ ଫେସରେ ବରଫ ଲଗାଇବା ଉଚିତ  । ଏହା ଦ୍ୱାରା ମେକଅପ୍ ଅଧିକ ସମୟ ରହିଥାଏ ।
  • ଆଖି ମେକଅପ୍ କରିବା ସମୟରେ ଫାଉଣ୍ଡେସନ ଲଗାଇବା ନିହାତି ଆବଶ୍ୟକ । ଏହା ଦ୍ୱାରା ଆଖି ଅଧିକ ସୁନ୍ଦର ହୋଇଥାଏ ।
  • ଆପଣଙ୍କର ସ୍କିନ୍ କିପରି ଅଛି ଏବଂ ଡ୍ରେସ୍‌କୁ ଦେଖି ଗ୍ଲସର୍ ବ୍ୟବହାର କରିବା ଉଚିତ୍ ।
  • ମେକଅପ୍ ଲଗାଇବା ପରେ ଧ୍ୟାନ ଦିଅନ୍ତୁ ଯେମିତି ଖରାପ ହାତ ଲାଗି ଆପଣଙ୍କର ମେକଅପ୍ ଖରାପ କରି ନ ହେଉ ।


ପଢନ୍ତୁ ;

କଦଳୀରେ ଭରପୂର ମାତ୍ରାରେ ଅଛି ଔଷଧିୟ ଗୁଣ ,ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More