Loading...

ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ, ଅଗ୍ନି-୫ ନା ମହାଜାଗତିକ ଦ୍ରୁଶ୍ଯ

ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ, ଅଗ୍ନି-୫ ନା ମହାଜାଗତିକ ଦ୍ରୁଶ୍ଯ

ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆଉ ଆଲୋଚନା । ଏଇ କିଛି ସମୟ ପୂର୍ବରୁ ଭଦ୍ରକ ଚାନ୍ଦବାଲିଠାରୁ ଆରମ୍ଭ କରି ପୁରୀର କାକଟପୁର, କଟକ ଏବଂ ମୟୁରଭଞ୍ଜର କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ରାହସ୍ୟମୟ ଆଲୋକ ।

ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆଉ ଆଲୋଚନା । ଏଇ କିଛି ସମୟ ପୂର୍ବରୁ ଭଦ୍ରକ ଚାନ୍ଦବାଲିଠାରୁ ଆରମ୍ଭ କରି ପୁରୀର କାକଟପୁର, କଟକ ଏବଂ ମୟୁରଭଞ୍ଜର କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ରାହସ୍ୟମୟ ଆଲୋକ ।  ସେହିଭଳି ମୟୁରଭଞ୍ଜ କରଞ୍ଜିଆ ଆକାଶରେ ମଧ୍ୟ ଏହି ଉଜ୍ଜ୍ୱଳ ଆଲୋକ ଦେଖା ଯାଇଛି । ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।

ସୂଚନା ଯୋଗ୍ଯଯେ DRDO ଆଜି ଅବ୍‌ଦୁଲ କଲାମ ଦ୍ବୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରିଛି । ରାତ୍ରୀକାଳୀନ ପରୀକ୍ଷଣ ହୋଇଥିବାରୁ ଏହି ପରୀକ୍ଷଣର ଦୃଶ୍ୟମାନ ହୋଇଥାଇ ପାରେ ବୋଲି ବି ଆଲୋଚନା ହେଉଛି । ତେବେ ପ୍ରକୃତରେ ଏହି ଉଜ୍ଜଳ ଆଲୋକ କଣ ହୋଇଥାଇପାରେ ତାହା ସ୍ପଷ୍ଟ ହୋଇନାହିଁ ।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.