Loading...

ସୁଯୋଗ ଦେଖି କୁସ୍ତିଯୋଦ୍ଧଙ୍କୁ ‌‌ଯୌନ ନିର୍ଯାତନା ଦିଅନ୍ତି ବ୍ରିଜ ଭୂଷଣ

ସୁଯୋଗ ଦେଖି କୁସ୍ତିଯୋଦ୍ଧଙ୍କୁ ‌‌ଯୌନ ନିର୍ଯାତନା ଦିଅନ୍ତି ବ୍ରିଜ ଭୂଷଣ

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମରେ ସାଂଘାତିକ ତଥ୍ୟ ଦେଲା ପୋଲିସ। ସୁଯୋଗ ଦେଖି କୁସ୍ତିଯୋଦ୍ଧଙ୍କୁ ‌‌ଯୌନ ନିର୍ଯାତନା ଦିଅନ୍ତି ବ୍ରିଜ ଭୂଷଣ।

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମରେ ସାଂଘାତିକ ତଥ୍ୟ ଦେଲା ପୋଲିସ। ସୁଯୋଗ ଦେଖି କୁସ୍ତିଯୋଦ୍ଧଙ୍କୁ ‌‌ଯୌନ ନିର୍ଯାତନା ଦିଅନ୍ତି ବ୍ରିଜ ଭୂଷଣ।  ଦିଲ୍ଲୀ ପୋଲିସ ସୂଚନାନୁସାରେ , ବ୍ରିଜଭୂଷଣ ଜାଣିଥିଲେ ସେ କ’ଣ କରୁଛନ୍ତି । ଦିଲ୍ଲୀ ପୋଲିସ କହିଛି ବ୍ରିଜଭୂଷଣ ଯେତେବେଳେ ବି ସୁଯୋଗ ପାଇଛନ୍ତି ସେତେବେଳେ ସେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲେ ।

ସୂଚନାନୁସାରେ, ମହିଳା ରେସଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ କୋର୍ଟ ଦ୍ୱାରା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.