EnewsOdia.Com

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

ବିଭିନ୍ନ ସମସ୍ୟାରେ ଚାଲୁଥିବା ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲର ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ରାମକୃଷ୍ଣ। ସେ କେରଳର ମଲ୍ଲାପୁରମରେ ବିଏସଏନଏଲ ଅଫିସ୍‌ରେ ଝାଡୁଦାର ଭାବେ କାମ କରୁଥିଲେ। ଆତ୍ମହତ୍ୟା କରିଥିବା ରାମକୃଷ୍ଣ ଗତ ୨୦ବର୍ଷ ଧରି କମ୍ପାନୀ ସହ ଜଡିତ ଥିଲେ।

ରିପୋର୍ଟ ଅନୁଯାୟୀ ଗତ ୧୦ ମାସ ହେବ ତାଙ୍କୁ ଦରମା ମିଳୁନଥିଲା। ଏହିକାରଣରୁ ସେ ଅଫିସର ପଙ୍ଖାରେ ଝୁଲି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ କର୍ମଚାରୀ ସଂଘ ଦାବି କରିଛନ୍ତି ରାମକୃଷ୍ଣ ଅର୍ଥ ଅଭାବରେ ଗତି କରୁଥିଲେ। ୫୨ ବର୍ଷିୟ ରାମକୃଷ୍ଣ ବିଏସଏନଏଲରେ କାଜୁଏଲ କର୍ମଚାରୀ ଥିଲେ। ରିପୋର୍ଟ ଅନୁଯାୟୀ ଗତ କାଲି (ଗୁରୁବାର) ସକାଳ ନୀଳାମ୍ବର ବିଏସଏନଏଲ ଅଫିସ ପରିସରରେ ଆତ୍ମହତ୍ୟା କରିଛନ୍ତି।

ପଢନ୍ତୁ: ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ

ସମ୍ବନ୍ଧିତ ଖବର

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Ratnamani Maharana

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

Ratnamani Maharana

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

‘କଳ୍‌କୀ ଭଗବାନ’ଙ୍କ କଳା ରୂପ, ୪୦୯ କୋଟି ଟଙ୍କା, ୮୮କିଲୋ ସୁନା ଜବତ

Ratnamani Maharana

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana