EnewsOdia.Com

ଜିଓଠାରୁ ଅଧିକା ସୁବିଧା ଦେଉଛି ବିଏସଏନଏଲ

ବିଏସଏନଏଲ ଆଣୁଛି ନୂଆ ପ୍ଲାନ୍ । ଏଥର ଆପଣଙ୍କ ନେଟୱର୍କ ଆଉ ପରିବର୍ତ୍ତନ କରିବାକୁ ପଡ଼ିବନି । ବିଏସେନଏଲ ଏହି ମିତ୍ରମ ପ୍ଲାନ ମାର୍କେଟରେ ଲଞ୍ଚ ହୋଇଛି । ବିଏସଏନଏଲ ତାର ଗ୍ରାହକଙ୍କ ପାଇଁ ୧୦୯ ଟଙ୍କାର ପ୍ରିପେଡ ପ୍ଲାନ ଆଣିଛି ।  ଏହି ପ୍ଲାନର ବୈଧତା ୯୦ ଦିନ । କେବଳ ସେତିକି ନୁହେଁ ଏହି ପ୍ଲାନରେ ଦିନକୁ ୫ ଜିବି ଡାଟା ସହ ୨୫୦ ମିନିଟ୍ ଭୟସ କଲ ମିଳୁଛି ।

ଉପଭୋକ୍ତା, ୧୦୯ ଟଙ୍କାର ପ୍ଲାନରେ ଗ୍ରାହକ ଦେଶର ସମସ୍ତ ନେଟୱର୍କକୁ କଲ କରିପାରିବେ । ୨୫୦ ମିନିଟର ଫ୍ରି କଲିଂ ଶେଷ ହେବାପରେ ଅନ୍ ନେଟ କଲିଂ ସେକେଣ୍ଡ ପ୍ରତି ୧.୨ ପଇସା ପଡ଼ିବ । ସେହିପରି ଅଫ ନେଟ୍ କଲିଂ ସେକେଣ୍ଡ ପ୍ରତି ୧.୫ ପଇସା କଟିବ ।  ୯୦ ଦିନର ବୈଧତାର ଏହି ପ୍ଲାନରେ କଲିଂ ଓ ଡାଟା ୨୦ ଦିନ ପର୍ଯ୍ୟନ୍ତ ମିଳିବ । ତେବେ ଏହି ପ୍ଲାନଟିର ଲାଭ କେରଳ ସର୍କଲର ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ରହିଛି । କିନ୍ତୁ ଯଦି ଏ ପ୍ଲାନ ଦେଶସାରା କରାଯାଏ ତେବେ ଉପଭୋକ୍ତାଙ୍କୁ ଯଥେଷ୍ଟ ସୁବିଧା ମିଳିପାରିବ ।

ପଢନ୍ତୁ: ୨୬ ଡିସେମ୍ବରରେ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିବାପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

ସମ୍ବନ୍ଧିତ ଖବର

ଦଙ୍ଗାକାରୀଙ୍କଠାରୁ ଜରିମାନା ଆଦାୟ କରିବ ଦିଲ୍ଲୀ ସରକାର

Ratnamani Maharana

ନିମିଷକେ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍‌

Ratnamani Maharana

ପୁଣି ଅସୁସ୍ଥ ହେଲେ ଅମିତାଭ ବଚ୍ଚନ

Ratnamani Maharana

ମୁକେଶର ରାଜକ୍ଷମା ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

Ratnamani Maharana

କରୋନା ଭୟରେ ଚୀନରେ ଲଙ୍ଗ ଡିଷ୍ଟାନ୍ସ ହେୟାର କଟ୍

Ratnamani Maharana