February 17, 2019

ବିଏସପି ମୁଖ୍ୟ ମାୟାବତୀ ଆସିବେ ଜୟପୁର

ଜୟପୁର ଆସିବେ ମାୟ।ବତୀ।ଚଳିତ ମାସ ଶେଷ ସପ୍ତାହରେ ଜୟପୁରରେ ହେବାକୁ ଯାଉଛି ବିଏସପିର ମହା ସମାବେଶ।ସେଠାରେ ମାୟବତୀଙ୍କ ଗସ୍ତ ସମ୍ପର୍କରେ ଆସନ୍ତା ୧୬ତାରିଖରେ ଦଳ ପକ୍ଷରୁ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଘୋଷଣା କରାଯିବ।ଖୁବ ଶୀଘ୍ର ମାୟ।ବତୀ ଜୟପୁର ଗସ୍ତରେ ଯାଇ ଇଲେକଶନ ସମ୍ବନ୍ଧିତ ଆଲୋଚନା କରିବାର କାର୍ଯ୍ୟସୂଚୀ ବିଷୟରେ ଶୁଣାଯାଉଛି।

ସୂଚନାଯୋଗ୍ୟ ,ପୂର୍ବତନ କୋରାପୁଟ ବିଧାୟକ ତଥା ବିଏସପି ନେତା କୃଷ୍ଣଚନ୍ଦ୍ର ସାଗରିଆ କହିଛନ୍ତି,ଏହିଥର ବିଏସପି ଓଡିଶାରେ ବିଭିନ୍ନ ଦଳ ସହ ମେଣ୍ଟ କରି ପ୍ରାର୍ଥୀ ହେବ।ଆସନ୍ତା ସାଧାରଣ ଇଲେକଶନରେ ଆମ ଆଦମି ପାର୍ଟି,ସମାଜବାଦୀ ପାର୍ଟି ସହ ମେଣ୍ଟ କରାଯିବ। ତୃଣମୁଲ କଂଗ୍ରେସ ସହ ମେଣ୍ଟ ଲାଗି ମଧ୍ୟ ଆଲୋଚନା ଚାଲିଛି।

 

ପଢନ୍ତୁ:ଏଥର ଚାଷୀଙ୍କ ଖାତାକୁ ସିଧାସଳଖ ୪୦୦୦ ଟଙ୍କା ଦେବେ କେନ୍ଦ୍ର ସରକାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More