POLITICALS

ଓଡିଶାରେ ବିଜେପିକୁ ଟାର୍ଗେଟ୍ କଲେ ବିଏସ୍‌ପି ସୁପ୍ରିମୋ ମାୟାବତୀ

ଆଜି ଓଡ଼ିଶା ଆସିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ  । ଭୁବନେଶ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମାୟାବତୀ ।ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆୟୋଜିତ ସାଧାରଣ ସଭାକୁ ଜନତାଙ୍କୁ ସମ୍ବୋଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଟାର୍ଗେଟ  କରିଛନ୍ତି । ଚୌକିଦାର ପ୍ରସଙ୍ଗରେ ବି ବିଜେପିକୁ ଘେରି କହିଛନ୍ତି ଯେ ଚଳିତ ନିର୍ବାଚନରେ ଏହି ନାଟକ ବାଜି କାମ କରିବନି । ବିଜେପି ଯେତେ ଚେଷ୍ଟା କଲେ ବି ଓଡିଶାରେ ଜିତି ପାରିବନି ବୋଲି କହିଛନ୍ତି ମାୟବତୀ।

ସେ ଓଡିଶା ସରକାରଙ୍କୁ  ଅପାରଗତା ଓ କେନ୍ଦ୍ରରେ ବିଜେପିକୁ ଲୋକ ଦେଖାଣିଆ ସରକାର ବୋଲି କହିଛନ୍ତି। ନା କେନ୍ଦ୍ର ନା ରାଜ୍ୟରେ କେଉଁଠି ମଧ୍ୟ ପ୍ରଗତି ପରିଲିଖିତ ହୋଇନହି ବୋଲି କହିଛନ୍ତି। ଏହାସହ ସେ ଏଥର ନିର୍ବାଚନରେ ବିଏସପିକୁ ବହୁମତ ଦେଇ ଓଡିଶାର ପ୍ରଗତି ଧାରାରେ ସାମିଲ ହେବାକୁ କର୍ମୀଙ୍କୁ ଆହ୍ଵାନ କରିଛନ୍ତି।
ପଢନ୍ତୁ: ୨ ଘଣ୍ଟାରେ ୯ ଥର ଥରିଲା ଆଣ୍ଡାମାନ:ଆଣ୍ଡାମାନରେ ମୃଦୁ ଭୂମିକମ୍ପ

Related posts

ପଦ୍ମ ଧରିଲେ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ

ENO Beuro

ବିରୋଧୀଙ୍କୁ ମୋଦୀଙ୍କ ପରାମର୍ଶ : ରାଜନୀତି ପାଇଁ ଦେଶକୁ ଦୁର୍ବଳ କରନି

Ratnamani Moharana

ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ENO Beuro

Leave a Comment