News

୩୧ରୁ ବଜେଟ ଅଧିବେଶନ,ଫେବୃୟାରୀ ୧ରେ ଅନ୍ତିରୀଣ ବଜେଟ

budget

ଚଳିତମାସ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ପରଦିନ ଅର୍ଥାତ ଫେବୃୟାରୀ ୧ରେ ଅନ୍ତିରୀଣ ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମୋଦୀ ସରକାରଙ୍କ ଏହି ଅନ୍ତିମ ବଜେଟ ଆଗତ କରିବେ। ଲୋକସଭା ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ।

budget

ସୂଚନାଯୋଗ୍ୟ, ଜାନୁୟାରୀ ୩୧ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ଫେବୃୟାରୀ ୧୩ ତାରିଖ ଯାଏ ଚାଲିବ । ତେବେ ଏହି ସମୟ ମଧ୍ୟରେ ବଜେଟ୍ ଉପସ୍ଥାପନ କରିବେ ଅରୁଣ ଜେଟଲୀ । ଏନେଇ ସଂସଦୀୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

ବଜେଟ ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିରେ ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏହି ବଜେଟ ଅଧିବେଶନ ଚାଲିବ।

ପଢନ୍ତୁ; କେଉଁ କେଉଁ ଖାଦ୍ୟ ଆମ ହାଡକୁ ଦୁର୍ବଳ କରିଥାଏ , ଆସନ୍ତୁ ଜାଣିବା ଡାକ୍ତରଙ୍କ ପରାମର୍ଶ

Related posts

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ENO Beuro

ଡେଲିଉଡ ମିସ ଇଣ୍ଡିଆ ହେଲେ ଓଡିଆ ଝିଅ

ENO Beuro

ଗୋଖାଦ୍ୟ ଦୁର୍ନୀତି ମାମଲା, ତୃତୀୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

ENO Beuro

Leave a Comment