News

ଆଜିଠୁ ବିଧାନସଭା ବଜେଟ ଅଧିବେଶନ,ଶାସକ-ବିରୋଧୀ ଶେଷ ମୁକାବିଲା 

odisha-assembly

୭ରେ କାମଚଳା ବଜେଟ

ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ମୁହ୍ନାମୁହ୍ନି ହେବେ ଶାସକ-ବିରୋଧୀ। ଭୋଟ ପୂର୍ବରୁ ବିଧାନସଭା ଭିତରେ ହେବ ଶେଷ ଲଢେଇ। ଅନ୍ତିମ ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ଶାସକ ଓ ବିରୋଧୀ ଶିବିର।

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ ମହାନିର୍ଦ୍ଦେଶକ ଆର.ପି.ଶର୍ମା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୩୦ ପ୍ଲାଟୁନ୍‌ ଫୋର୍ସ ଓ ୧୦୦ ଉଚ୍ଚ ଅଧିକାରୀ ମୁତୟନ କରାଯାଇଛି। ଅଧିବେଶନ କାଳରେ ୨ ୟୁନିଟ ଏସ୍‌ଓଜି ମୁତୟନ ହେବେ।

ସୂଚନାଯୋଗ୍ୟ, ଚାଷୀ ପ୍ରସଙ୍ଗଠାରୁ ଆରମ୍ଭ କରି ପିପିଲି ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଏଥରର ବିଧାନସଭା ଅଧିବେଶନକୁ ସରଗରମ କରିବ । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଶାସକ ଓ ବିରୋଧୀ କେହି କାହାକୁ ଛାଡିବେ ନାହିଁ ।

ପଢନ୍ତୁ;  ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

Related posts

ବକ୍ସର-ବାରାଣସୀ ମେମୁର ଶୁଭାରମ୍ଭ କଲେ ଶ୍ରୀ ମନୋଜ ସିହ୍ନା

ENO Beuro

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିଲା

ENO Beuro

ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ସପ୍ତାହେ ଟ୍ରେନ୍‌ ସେବାରେ ପରିବର୍ତ୍ତନ

ENO Beuro

Leave a Comment