Box Office News News

ଗୁରୁଗ୍ରାମରେ ଭୁଶୁଡ଼ିଲା ୪ ମହଲା କୋଠା, ୬ରୁ ଅଧିକ ଲୋକ ଫସିଥିବା ଅନୁମାନ

ହରିୟାଣା ଗୁରୁଗ୍ରାମରେ ଅଭାବନୀୟ ଘଟଣା। ଗୁରୁବାର ଭୋର ସମୟରେ ୪ ମହଲା କୋଠା ଭୁଶୁଡିପଡ଼ିଥିବା ସୂଚନା ମିଲିଥିଲା। ସଙ୍ଗେ ସଙ୍ଗେ ଉଦ୍ଧାକାରୀ ଟିମ୍‌ ଘଟଣଆସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାରେ ୬ରୁ ଅଧିକ ମାଟିତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଏନଡିଆରଏଫର ୩ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।

 

ଏହି ଚାରି ମହାଲା କୋଠା ଭୁଶୁଡ଼ିବା ଯୋଗୁଁ ଏହାର ଆଖପାଖ କୋଠାର କ୍ଷତି ଘଟିଛି। ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଲୋକମାନେ ଶୋଇଥିଲେ। ଜେସିବି ସାହାଯ୍ୟରେ କୋଠାର ଭଗ୍ନ ଅଂଶକୁ କଢ଼ାଯାଉଛି। ଏହି ଘଟଣାରେ ପୀଡ଼ିତ ଲୋକଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ କ୍ଷତି ପୂରଣ ଦେବା ପାଇଁ ଘୋଷଣା କରିଛନ୍ତି।

ପଢନ୍ତୁ; ଗୁଣୁପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ ବଖରା ଘର

Related posts

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ENO Beuro

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ENO Beuro

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

ENO Beuro

Leave a Comment