EnewsOdia.Com

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

ଆଜି ରାଜନଗରରେ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜିଲ୍ଲାପାଳ ଆସି ପହଞ୍ଚିଥିଲେ। ଏତିକି ବେଳେ ବୁଲା ଷଣ୍ଢମାନଙ୍କର ଉତ୍ପାତରେ ନୟାନ୍ତ ହୋଇଥିବା ଉତ୍ୟକ୍ତ ଲୋକେ ଶତାଧିକ ଷଣ୍ଡ ଆଣି ବ୍ଲକ ପରିସର ଭିତରକୁ ପୁରାଇ ଦେଇଥିଲେ ।  ଫଳରେ ଜନଶୁଣାଣି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ରାଜନଗରରେ ବୁଲା ଷଣ୍ଢମାନଙ୍କର ଉତ୍ପାତ ଯୋଗୁଁ ଗାଁ ଲୋକେ ହନ୍ତସନ୍ତ ହେଉଥିଲେ। ଏ ନେଇ ଗ୍ରାମବାସୀ ବାରମ୍ବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଜିଲ୍ଲାପାଳ ଏନେଇ କୌଣସି ପଦକ୍ଷେପ ନେଇ ନଥିଲେ। ଫଳରେ ଗ୍ରାମବାସୀ ଏହି ଘଟଣାକୁ ନେଇ ଉତ୍ତେଜିତ ହୋଇପଡ଼ିଥିଲେ।

ପଢନ୍ତୁ: ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର

କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

Ratnamani Maharana

OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା

Ratnamani Maharana

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ଧନତେରସ ପାଇଁ ବଜାରକୁ ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା

Ratnamani Maharana