ଜାଣନ୍ତୁ ବାସ୍ତୁ ଅନୁସାରେ ଦିଆସିଲି ରଖିବାର ସଠିକ ଜାଗା
ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।
Loading...
ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମ ରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣା ରୁ ମୁକ୍ତ ରହିବେ।
ଏମିତି ରେ ତ ତେଜ ପତ୍ର ଆମେ ମସଲା ଭାବେ ବ୍ୟବହାର କରିଥାଉ ମାତ୍ର ତାହାର କିଛି ଏପରି ଫାଇଦା ଆମେ ଆଜି କହିବୁ କି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ। ଏହା ଭିତରେ ବହୁତ କିଛି ଔଷଧୀୟ ତତ୍ତ୍ୱ ରହିଥାଏ। ଏହାକୁ ଖାଇବାରେ ତ ଆମକୁ ଅନେକ ଫାଇଦା ମିଳିଥାଏ ହି ମାତ୍ର ଏହାକୁ ଜଳେଇବା ରେ ଆମକୁ ଆହୁରି ଫାଇଦା ମିଳିଥାଏ। କୁହାଯାଏ କି ଏହାକୁ ଜଳେଇବା ଦ୍ୱାରା ଏହାର ଔଷଧୀୟ ଗୁଣ ହାୱା ରେ ମିଶିଯାଏ ଆଉ ଆମକୁ ଅନେକ ଫାଇଦା ଦେଇଥାଏ। ଆମ ମାନସିକ ଟେନ୍ସନ କୁ ଦୂର କରିଥାଏ। ଆପଣ ବାସ ନିଜର ରୁମ ରେ ତେଜ ପତ୍ର କୁ ଜଳାନ୍ତୁ ଆଉ ପ୍ରାୟ ୧୦ ମିନିଟ ଯାଏ ବାହାରକୁ ଚାଲି ଯାଆନ୍ତୁ ଆଉ ତା ପରେ ଆସିକି ରୁମ ରେ ପ୍ରବେଶ କରନ୍ତୁ।
ତା ପରେ ଆପଣ ସେହି ରୁମ ରେ ଆସିକି କାମ କରନ୍ତୁ। ଆପଣ ଦେଖିବେ କି ଆପଣଙ୍କ ମନ କେତେ ଶାନ୍ତି ରେ ଭରପୁର ରହୁଛି। ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମ ରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣା ରୁ ମୁକ୍ତ ରହିବେ।ଆପଣଙ୍କ ପାଖରେ ଯଦି କର୍ପୂର ଅଛି ତ ଆପଣ ତାକୁ ବି ନିଜ ରୁମ ରେ ଜଳେଇବା କୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ମାନସିକ ଚିନ୍ତା ରୁ ମୁକ୍ତ ରହିବେ।
ଯଦି ଆପଣ ଜୀବନ ରେ କିଛି ଉନ୍ନତି କରିବାକୁ ଚାହାନ୍ତି ତ ଆପଣ ଏକ ବାସନ ରେ ଗରମ ପାଣି ଆଣନ୍ତୁ ଆଉ ସେଥିରେ ଲଙ୍କା ମଞ୍ଜି ମିଶାନ୍ତୁ। ତା ପରେ ଆପଣ ସେହି ପାଣିକୁ ନିଜ ମୁଣ୍ଡ ଉପରେ ଘଣ୍ଟା ଦିଗ ରେ ବୁଳାନ୍ତୁ। ଏହାପରେ ଆପଣ ସେହି ପାଣି କୁ ରାସ୍ତା କୁ ଫୋପାଡ଼ି ଦିଅନ୍ତୁ। ତାହାଦ୍ୱାରା ଆପଣଙ୍କ ଉପରୁ ସମସ୍ତ ବିପଦ ହଟିଯିବ। ଆଉ ଆପଣ ଶାନ୍ତି ରେ ଜୀବନ ଯାପନ କରିବେ। ଉନ୍ନତି ବି କରିବେ।
ଆପଣ ଯଦି ନିଜ ବାପା ମା ଙ୍କୁ ବହୁତ ଭଲ ପାଆନ୍ତି ତ ଆପଣ ସବୁଦିନ ତାଙ୍କର ଗୋଡ଼ ଛୁଅନ୍ତୁ। ଏହାଦ୍ୱାରା ତାଙ୍କ କୃପା ଆପଣଙ୍କ ଉପରେ ବନି ରହିବ ଆଉ ଆପଣଙ୍କ ଉପରୁ ସମସ୍ତ ବିପଦ ହଟିଯିବ।
ଆପଣ ଯଦି କିଛି ଅଜ୍ଞାତ ଡର ଦ୍ୱାରା ଚିନ୍ତିତ ଅଛନ୍ତି। ଯଦି ଆପଣ ଜାଣି ନାହାନ୍ତି କି ଆପଣଙ୍କୁ କେଉଁ ଚିନ୍ତା ଖାଇ ଯାଉଛି ମାତ୍ର ଆପଣ ଚିନ୍ତିତ ଅଛନ୍ତି ତ ଆପଣ ଲଗାତାର ୧୧ ବୁଧବାର ଗୋଟେ ନଡିଆ କୁ ନୀଳ କପଡା ରେ ଗୋଡେଇ କେଉଁ ଗରିବ କୁ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ତ ଚିନ୍ତା ହଟିଯିବ ଆଉ ଆପଣ ଶାନ୍ତି ରେ ଯିବା ବଂଚିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।
ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ ଯାହା ବିଷୟରେ ଆପଣଙ୍କୁ ପଢିବା ଦରକାର ଏବଂ ଏହା ପରେ ଆପଣ ନିଜେ ତମ୍ବାର ମୁଦି ପିନ୍ଧିବା ଆରମ୍ଭ କରିଦେବେ ।
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।