News

ଲମ୍ବା ପ୍ରତୀକ୍ଷା ପରେ କମିଲା ବସ୍ ଭଡା

bus

ବହୁତଦିନର ପ୍ରତୀକ୍ଷା ପରେ କମିଛି ବସ୍ ଭଡା। ଡିଜେଲ୍‌ ଦର କମିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି। ସାଧାରଣ ବସ୍‌ ଭଡ଼ା କିଲୋମିଟର୍ ପିଛା ମାତ୍ର ୨ ପଇସା କମିଛି। ଭଡ଼ା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି।

bus

ପୂର୍ବରୁ ଏକ୍ସପ୍ରେସ ବସ୍‌ କିଲୋମିଟର ପିଛା ଭଡ଼ା ଥିଲା ୭୫ ପଇସା । ଏବେ ତାହା ୭୩ ପଇସାକୁ ହ୍ରାସ ପାଇଛି । ସେହିପରି ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ହ୍ରାସ ହୋଇଛି । ପୂର୍ବରୁ ଡିଲକ୍ସ ବସ୍‌ରେ ଭଡ଼ା କିମି ପିଛା ଭଡ଼ା ଥିଲା ଏକ ଟଙ୍କା ୫ ପଇସା । ଏବେ ୪ ପଇସା କମିବାରୁ ତାହା ଏକ ଟଙ୍କା ଏକ ପଇସା ହୋଇଛି ।

ଭଡ଼ା ହ୍ରାସ ନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପଢନ୍ତୁ;  ଦିଲ୍ ଜିତିଲେ ଭାଇଜାନ, ଦୁଲିକିଲା ବାରବାଟୀ

Related posts

ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

ENO Beuro

ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ,ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ENO Beuro

ଆଜିଠୁ ଆରମ୍ଭ ଆଇସିଏସ୍‌ଇ ପରୀକ୍ଷା

ENO Beuro

Leave a Comment