News

ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି

cabinet

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାରଭେଟି ଦେଲେ ରାଜ୍ୟ ସରକାର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କଲେ ସରକାର । ମୋଟ ୯ ପ୍ରତିଶତରେ ପହଞ୍ଚିଲା ମହଙ୍ଗା ଭତା । ପୁର୍ବରୁ ୭ ପ୍ରତିଶତ ଥିଲା ମହଙ୍ଗା ଭତ୍ତା । ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ବର୍ଦ୍ଧିିତ ଭତ୍ତା ଯୋଗୁଁ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀ ମଧ୍ୟ ଉପକୃତ ହେବେ।

cabinet

ଏହି ବର୍ଦ୍ଧିିର୍ତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦ୍ୱାରା ଉପକୃତ ହେବେ।

ପଢନ୍ତୁ; ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ମହା ଷଷ୍ଠୀ ପୂଜା

Related posts

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

ENO Beuro

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ଆଜି ମାଲକାନଗିରିରେ ସ୍ଵତନ୍ତ୍ର ବସରେ ରୋଡ ସୋ କରିବେ ନବୀନ

Ratnamani Moharana

Leave a Comment