News

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ, ଇଣ୍ଡୋନେସିଆ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

By ENO Beuro

August 11, 2018

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହୋଇଥିବା ବୁଝାମଣା (ଏମଓୟୁ) କୁ ଅନୁମୋଦନ ମିଳିଛି ।

ଏହି ଏମଓୟୁ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ପରିବ୍ୟାପ୍ତ:–

ବୁଝାମଣା ପତ୍ର(ଏମଓୟୁ )ର କାର୍ଯ୍ୟାନ୍ୱୟନ ଏବଂ ବିସ୍ତୃତ ସହଯୋଗ ସମ୍ବନ୍ଧରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ।

ପଢନ୍ତୁ;  ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ