POLITICALS

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ । ପ୍ରାୟ ସମସ୍ତ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ନଜର ପକାନ୍ତୁ କାହାକୁ ମିଳିଲା କେଉଁ ବିଭାଗ ।

କ୍ୟାବିନେଟ୍ ମନ୍ତ୍ରୀ

୧. ଧର୍ମେନ୍ଦ୍ର ପ୍ରଧାନ- ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ବିଭାଗ
୨. ପିୟୁଷ ଗୋୟଲ- ରେଳ ବିଭାଗ
୩. ନିର୍ମଳା ସୀତାରମଣ- ପ୍ରତିରକ୍ଷା ବିଭାଗ
୪. ମୁଖତାର ଆବାସ ନକଭୀ- ସଂଖ୍ୟାଲଘୁ ମନ୍ତ୍ରଣାଳୟ
୫. ସୁରେଶ ପ୍ରଭୂ- ବାଣିଜ୍ୟ ବିଭାଗ
୬. ସ୍ମୃତି ଈରାନୀ- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
୭. ନୀତିନ ଗଡକାରୀ- ଜଳସଂପଦ ମନ୍ତ୍ରଣାଳୟ
୮. ଉମା ଭାରତୀ- ପାନୀୟ ଜଳ ଓ ପରିମଳ ବିଭାଗ

ରାଷ୍ଟ୍ରମନ୍ତ୍ରୀ

୧. ଶିବପ୍ରତାପ ଶୁକ୍ଳା- ଅର୍ଥ ରାଷ୍ଟ୍ରମନ୍ତ୍ରୀ
୨. ଅଶ୍ୱିନୀ କୁମାର ଚୌବେ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୩. ବିରେନ୍ଦ୍ର କୁମାର- ମହିଳା ଓ ଶିଶୁବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ
୪. ଅନନ୍ତ କୁମାର ହେଗଡେ- ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ
୫. ରାଜକୁମାର ସିଂ- ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ୱ)
୬. ହରଦୀପ ସିଂ ପୁରୀ- ଗୃହ ଏବଂ ସହରୀ ବିକାଶ ମନ୍ତ୍ରଣାଳୟ (ସ୍ୱାଧୀନ)
୭. ଗଜେନ୍ଦ୍ର ସିଂ ଶେଖାୟତ- କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ
୮. ସତ୍ୟପାଲ ସିଂ- ମାନବସମ୍ବଳ ବିଭାଗ
୯. ଅଲଫୋସ କନ୍ନାଥନନ- ପର୍ଯ୍ୟଟନ ବିଭାଗ (ସ୍ୱାଧୀନ ଦାୟିତ୍ୱ)

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

Related posts

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ

ENO Beuro

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ENO Beuro

ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More