POLITICALS

ସାର୍‌ ନୁହେଁ, ମତେ ରାହୁଲ୍‌ ଡାକ: ଚେନ୍ନାଇର ଷ୍ଟେଲା ମେରିସ୍‌ କଲେଜର ଝିଅମାନଙ୍କୁ କହିଲେ ରାହୁଲ

Rahul Gandhi

ରାହୁଲଙ୍କ  ସରଳତା ଲାଗି  ସୋସିଆଲ  ମିଡିଆରେ  ରାହୁଳଙ୍କୁ ପ୍ରଶଂସାର ଛୁଅ

ଲୋକସଭା ନିର୍ବାଚନକୁ ଆଖି  ଆଗରେ ରହି କଂଗ୍ରେସ ଏବେ ଏହାର ଆଉଟରିଚ  କାର୍ଯ୍ୟକ୍ରମ ବଢେଇଦେଇଛି। ବୁଧବାର ଦିନ ରାହୁଳ ଗାନ୍ଧୀ ଚେନ୍ନାଇର ଷ୍ଟେଲା ମେରିସ୍‌ କଲେଜକୁ ସମ୍ବୋଧିତ କରିବା ଉଦେଶ୍ୟରେ ଯାଇଥିଲେ। କଲେଜର ଛାତ୍ରଛାତ୍ରୀଙ୍କ ସହ ମତବିନିମୟ   କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେ କୁର୍ତ୍ତା ପାଇଜାମା ପରିବର୍ତ୍ତେ ପିନ୍ଧିଥିଲେ ଧୂସରଟି-ସାର୍ଟ ଓ ଡେନିମ୍‌ ଜିନ୍‌ସ୍‌ ପିନ୍ଧି ଲାଗୁଥିଲେ ହାଣ୍ଡସମ

rahul gandhi

ମହିଳା ମହାବିଦ୍ୟାଳୟ ଝିଅମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ରାହୁଳ ମଞ୍ଚ ଉପରକୁ ଯାଇଥିଲେ। ଝିଅଟିଏ ପ୍ରଶ୍ନ ପଚାରିବାକୁ ଉଠି ରାହୁଲଙ୍କୁ ହାଏ “ସାର” ବୋଲି ସମ୍ବୋଧନ କରିଥିଲେ। ତେବେ ରାହୁଲ “କଲ ମି ରାହୁଲ ନଟ ସାର” ବୋଲି କହିଥିଲେ। ଏହା ଶୁଣି ଆଜ୍ରା ନାମକ ଝିଅଟି ଲାଜେଇ ଯାଇ ହସିବାକୁ ଲାଗିଥିଲା। ପରେ ସେ ରାହୁଲ ବୋଲି ସମ୍ବୋଧିତ କରି ନିଜର ପ୍ରଶ୍ନ ରଖିଥିଲା। ରାହୁଳଙ୍କର ଏହି କଥାକୁ ପ୍ରଶଂସା କରିଥିଲେ ଉକ୍ତ କଲେଜର ଛାତ୍ରଛାତ୍ରୀମାନେ।

Rahul take selfie with student
Rahul take selfie with student

ତେବେ ରାହୁଳଙ୍କର ଏହି ଭିଡିଓ ଏବେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି। ରାହୁଲଙ୍କ  ସରଳତା ଲାଗି କେତେକ ଟୁଇଟ୍‌ ବ୍ୟବହାରକାରୀ ରାହୁଳଙ୍କୁ ପ୍ରଶଂସା କରିଛନ୍ତି।
ପଢନ୍ତୁ: ପଞ୍ଚମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ: ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

Related posts

ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର ଖଳନାୟକ ରାଇମୋହନ ପରିଡା

Ratnamani Moharana

ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

Ratnamani Moharana

ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

Ratnamani Moharana

Leave a Comment