News

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

pm

ଆମେରିକାର ବୈଦେଶିକ ମନ୍ତ୍ରୀ ମିଷ୍ଟର ମାଇକେଲ ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଜେମ୍ସ ମାଟିସ ଗୁରୁବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି।

ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀଙ୍କୁ ସେମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସହ ତାଙ୍କର ମତବିନିମୟର ସ୍ମରଣ କରିଥିଲେ ଏବଂ ତାଙ୍କର ଶୁଭେଚ୍ଛା ଟ୍ରମ୍ପଙ୍କୁ ଜଣାଇବା ପାଇଁ ମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ।

pm

ପୂର୍ବରୁ ଆୟୋଜିତ ଦୁଇ+ଦୁଇ ଆଲୋଚନାର ଫଳପ୍ରଦ ଏବଂ ଗୁରୁତ୍ଵପୂର୍ଣ୍ଣ ଭୂମିକା ବିଷୟରେ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଦୁଇ ଦେଶ ମଧ୍ୟରେ ପ୍ରଥମ ଦୁଇ+ଦୁଇ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଦୁଇ ମନ୍ତ୍ରୀ, ସେମାନଙ୍କର ଭାରତୀୟ ପ୍ରତିପକ୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପଢନ୍ତୁ;ଦ୍ୱିତୀୟ ଥର ଲାଗି ବାପା ହେଲେ ଶାହିଦ୍‌!ଜାଣନ୍ତୁ ସେହି ନୂଆ ସଦସ୍ୟ ପୁଅ ନା ଝିଅ?

Related posts

ସଇତାନ ପ୍ରେମିକ, ସାଥୀମାନଙ୍କ ସହ ମିଶି ପ୍ରେମିକାକୁ କଲା ଗଣବଳାତ୍କାର

ENO Beuro

ଦୁର୍ବଳ ହେଲା ଲଘୁଚାପ, ରଥଯାତ୍ରାରେ ଶୁଖିଲା ପାଗ ପୁଣି ୬ରୁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା

Ratnamani Moharana

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢିଲା

ENO Beuro

Leave a Comment