LIFESTYLE

ମହମବତୀ ଧୂଆଁରୁ ଆମକୁ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତ ?

ଅନ୍ଧାରରେ ଆଲୋକ କରିବା ପାଇଁ ଆମେ ଘରେ ମହମବତୀ ଲଗାଇଥାଉ କିନ୍ତୁ ଏହି ମହମବତୀ ଆମ ଜୀବନ ଦୀପ ଲିଭେଇ ଦେଇ ପାରେ । ମହମବତୀ ଜଳିବା ଆପଣଙ୍କ ପାଇଁ ହୋଇ ପାରେ କ୍ଷତିକାରକ । ମହମବତୀ ଧୂଆଁ ପାଇଁ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ । ତେବେ ଆସନ୍ତୁ ଜାଣିବା ମହମବତୀ ବାସ୍ନାରୁ କେଉଁ ବେମାରି ହୁଏ ଜାଣନ୍ତୁ ?

ମହମବତୀ ଧୂଆଁରୁ କେଉଁ ରୋଗ ହୁଏ ଜାଣନ୍ତୁ :-

  • ମହମବତୀ ଜଳିଲା ବେଳେ ଏକ ଗନ୍ଧ ଆସିଥାଏ ଯାହା ଆମ ନିଶ୍ୱାସ ପ୍ରଶ୍ୱାସରେ ସମାସ୍ୟା ଦେଖା ଯିବା ସହ ଛାତିରେ ଯନ୍ତ୍ରଣା ହୋଇଥାଏ ।
  • ଏହାର ଧୂଆଁ  ଶରୀର ପାଇଁ ଅଧିକ କ୍ଷତିକାରକ । ଏଥପାଇଁ ଆମକୁ କ୍ୟାନସର ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
  • ଏଥିରୁ ବାହାରୁ ଥିବା ଧୂଆଁ ଶରୀର ଭିତରକୁ ଯାଇ ମୁଣ୍ଡବ୍ୟଥା କରାଇଥାଏ ।
  • ଏହି ଧୂଆଁରୁ କିଡ଼ନିରେ ଅସୁବିଧା ଦେଖା ଦେଇଥାଏ ।
  • ମହମବତୀରୁ ବାହାରୁ ଥିବା ଧୂଆଁ ଆସ୍ଥମା ରୋଗ ମଧ୍ୟ ହୋଇଥାଏ ।
  • ଏହା ଦ୍ଵାରା ମୁଣ୍ଡ ବ୍ୟାଥା ଓ ଏଲାର୍ଜି ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ପଢନ୍ତୁ ;

ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

Related posts

ଖାଦ୍ୟରେ ସାମିଲ କରନ୍ତୁ “ବ୍ରୋକଲି” ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ !

ENO Beuro

ମୁଦି ପିନ୍ଧି ଅଙ୍ଗୁଳି କଳା ପଡୁଛି କି ? ତେବେ ଅପଣାନ୍ତୁ ଏହି ଉପାୟ

ENO Beuro

ଆସନ୍ତୁ ଜାଣିବା , ତେନ୍ତୁଳୀକୁ ଖାଦ୍ୟ ବ୍ୟତୀତ ଅନ୍ୟ କେଉଁ ଉପାୟରେ ବ୍ୟବହାର କରିପାରିବା

ENO Beuro

2 comments

Leave a Comment