EnewsOdia.Com

ଜିମ୍‌ରେ ଓ୍ଵାର୍କଆଉଟ୍‌ ବେଳେ କ୍ୟାପ୍‌ଟେନ କୋହଲି କଲେ ଭୟଙ୍କର ଷ୍ଟଣ୍ଟ୍‌

ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ମାମଲାରେ ସାରା ବିଶ୍ୱର କ୍ରିକେଟରଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଇଣ୍ଟରନ୍ୟାଶନାଲ ସିରିଜ୍‌ର ତୃତୀୟ ମ୍ୟାଚ୍‌ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି।

ଓ୍ଵାର୍କଆଉଟ୍‌ ସମୟରେ ଶୁଟ୍‌ କରାଯାଇଥିବା ଏହି ଭିଡିଓରେ ବିରାଟ ଏକ ଭୟଙ୍କର ଷ୍ଟଣ୍ଟ୍‌ କରୁଥିବାର ଦେଖାଯାଉଛନ୍ତି। ସାମ୍ନାରେ ରଖାଯାଇଥିବା ଏକ ବକ୍ସ ଉପରକୁ ବିରାଟ ଡେଉଁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତାଙ୍କର ଏହି ଷ୍ଟଣ୍ଟକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି। ‘ଟର୍ବନେଟର’ ଭାବେ ଜଣାଶୁଣା ହରଭଜନ ସିଂ ବି ତାଙ୍କୁ ଖୁବ୍‌ ପ୍ରଶଂସା କରି ‘ବାଃ’ ବୋଲି ଲେଖିଛନ୍ତି। ଏହାସହିତ ସେ ଇମୋଜି ମଧ୍ୟ ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ବିରାଟ ନିଜର ଓ୍ଵାର୍କଆଉଟ୍‌ ବେଳର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ପଢନ୍ତୁ: ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

ସମ୍ବନ୍ଧିତ ଖବର

ଓଡ଼ିଆ କ୍ରିକେଟର୍ ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇ ଦୁଇ ବର୍ଷ ପାଇଁ ବାସନ୍ଦ

Ratnamani Maharana

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

Ratnamani Maharana

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

Ratnamani Maharana

ଭୁବନେଶ୍ୱର ହୋଟେଲରେ ପହଞ୍ଚିଲା ଇଣ୍ଡିଆ ଓ ଓ୍ୱେଷ୍ଟିଣ୍ଡିଜ୍‌ କ୍ରିକେଟ ଟିମ

Ratnamani Maharana

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana