25 C
Bhubaneswar
October 25, 2020
EnewsOdia.Com
ବାସ୍ତୁ

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

ସାଧାରଣତଃ ତୁଳସୀ ଗଛର ଧାର୍ମିକ ମହତ୍ବ ଏବଂ ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣନ୍ତି। ଏହି ଗଛ ଘରେ ରହିବା ଶୁଭପ୍ରଦ ବୋଲି କୁହାଯାଏ। ହେଲେ ତୁଳସୀ ପତ୍ରକୁ ପକେଟ୍‌ରେ ରଖିବା ଦ୍ବାରା ମିଳୁଥିବା ଲାଭ ବିଷୟରେ ଆପଣ ଜାଣନ୍ତି କି? ଏହାଦ୍ବାରା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପକେଟ୍‌ରେ ତୁଳସୀ ପତ୍ର ରଖିବା ଦ୍ବାରା ଆମର କି ଉପକାର ହୋଇଥାଏ।

୧) କୌଣସି ଶୁଭ କାମରେ ଘରୁ ବାହାରକୁ ଯିବା ସମୟରେ ନିଜ ପକେଟରେ ତୁଳସୀ ପତ୍ର ରଖି ଯାଆନ୍ତୁ। ଏହାଦ୍ବାରା ଶୁଭଫଳ ମିଳିବ।
୨) ତୁଳସୀ ପତ୍ର ପର୍ସ କିମ୍ବା ପକେଟରେ ରଖିବା ଦ୍ୱାରା ଟଙ୍କାର ଅଭାବ ହୁଏ ନାହିଁ। ଅର୍ଥାତ୍ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।
୩) ତୁଳସୀ ପତ୍ରକୁ ପକେଟରେ ରଖିବା ଦ୍ୱାରା ସାମାଜିକ ପ୍ରତିଷ୍ଠା ତଥା ମାନ-ସମ୍ମାନ ହାସଲ ହେବା ସହ ଅନେକ ପ୍ରକାର ଲାଭ ପ୍ରାପ୍ତି ହୋଇଥାଏ।
୪) ପକେଟରେ ତୁଳସୀ ପତ୍ର ଥିଲେ, କୌଣସି ନକରାତ୍ମକ ଶକ୍ତି ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ।
୫) ନିୟମିତ ଭାବେ ତୁଳସୀ ଗଛରେ ପାଣି ଦେବା ଦ୍ୱାରା ଧନ ଏବଂ ସଫଳତା ଆପଣଙ୍କ ପାଖକୁ ଆପେ ଆପେ ଚାଲିଆସିଥାଏ।

ପଢନ୍ତୁ: କାହିଁକି କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ? ଜାଣନ୍ତୁ

Related posts

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜପନ୍ତୁ ଏହି ମନ୍ତ୍ର

Ratnamani Maharana

‘ଗୋଧୂଳି ବେଳା’ରେ ବିବାହ କରିବାର ମହତ୍ତ୍ୱ

Ratnamani Maharana

ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଧାରଣ କରନ୍ତୁ ମୋତି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More