Loading...

ଅର୍କେଶଙ୍କ ନାମରେ ମାମଲା ରୁଜୁ କଲା ଉତ୍ତରଖଣ୍ଡ ପୋଲିସ

ଅର୍କେଶଙ୍କ ନାମରେ ମାମଲା ରୁଜୁ କଲା ଉତ୍ତରଖଣ୍ଡ ପୋଲିସ

ଅର୍କେଶଙ୍କ ନାମରେ ମାମଲା ରୁଜୁ କଲା ଉତ୍ତରଖଣ୍ଡ ପୋଲିସ ଅର୍କେଶଙ୍କ ସମେତ ରାଜପରିବାର 5 ସଦସ୍ୟଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅର୍କେଶଙ୍କ ନାମରେ ମାମଲା ରୁଜୁ କଲା ଉତ୍ତରଖଣ୍ଡ ପୋଲିସ ଅର୍କେଶଙ୍କ ସମେତ ରାଜପରିବାର 5 ସଦସ୍ୟଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା। ସୂଚନାନୁସାରେ, ଉତ୍ତରାଖଣ୍ଡ ରାଜପୁର ପୋଲିସ ଷ୍ଟେସନରେ ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂ କରିଥିବା ଅଭିଯୋଗ ଅନୁସାରେ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ 5ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଧାରା 323, 352, 504 ଏବଂ 506 ଆଇପିସି ଅଧୀନରେ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.