ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ।
Loading...
ଦୀର୍ଘ ୭ ଘଣ୍ଟାର ଟଣାଓଟରା ପରେ ଗତକାଲି ଶ୍ରୀଜୀଉଙ୍କ ନୀତିକାନ୍ତି ଆରମ୍ଭ କରିଥିଲେ ସେବାୟତ।
ଦୀର୍ଘ ୭ ଘଣ୍ଟାର ଟଣାଓଟରା ପରେ ଗତକାଲି ଶ୍ରୀଜୀଉଙ୍କ ନୀତିକାନ୍ତି ଆରମ୍ଭ କରିଥିଲେ ସେବାୟତ। ଜାତି ପ୍ରସଙ୍ଗ ନେଇ ଯେଉଁ ସିଂହାରୀ ସେବାୟତଙ୍କୁ ନିଯୋଗ ବିରୋଧ କରୁଥିଲା, ସେ ରତ୍ନ ସିଂହାସନରୁ ଓହ୍ଲାଇବା ସହ ବଡ଼ ମହାସ୍ନାନ ପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ସକାଳେ ହେବାକୁ ଥିବା ନୀତିକାନ୍ତି ସଂଧ୍ୟାରେ ସମ୍ପର୍ଣ ହୋଇଥିଲା। ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।କଣ ପାଇଁ ସିଂହାରୀ ସେବକ ସେବାରୁ ନିବୃତ ରହିଲେ, ସେନେଇ ପରେ ତର୍ଜମା କରଗଲା ପରେ କୁହାଯିବ ବୋଲି କହିଲେ।
ଜଣେ ସିଂହାରୀ ସେବାୟତ ଅଜାତିରେ ବିବାହ କରିଥିଲେ। ଫଳରେ ସେବାୟତ ସଂପ୍ରଦାୟର ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ମହାପ୍ରଭୁଙ୍କ ନୀତି କରିବାକୁ ବାରଣ କରାଯାଇଥିଲା। ମାତ୍ର ଆଜି ସଂପୃକ୍ତ ସିଂହାରୀ ସେବକଙ୍କ ଭାଇମାନଙ୍କର ପାଳି ଥିଲା। ଭାଇଙ୍କ ପାଳିରେ ସଂପୃକ୍ତ ସେବକ ସକାଳୁ ମଙ୍ଗଳାଳତୀ ଠାରୁ ମଇଲମ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରିଥିଲେ। ଯେହେତୁ ଭିନ୍ନଜାତିରେ ବିବାହ କରିବା ହେତୁ ନୀତି ପାଇଁ ବାରଣ କରାଯାଇଛି ସେ କିଭଳି ମହାପ୍ରଭୁଙ୍କ ନୀତି କଲେ ବୋଲି ପୂଜାପଣ୍ଡା ସେବାୟତମାନେ ପ୍ରତିବାଦ କରିଥିଲେ। ସୂଚନାନୁସାରେ,
Shakespeare, in the beautiful garden, among the party. Some of the hall: in fact she was ever to.
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ।
ଆଗକୁ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ତିନି ଦଳ। କିଏ କାହା ଉପରେ ଦୋଷାରୋପ କରୁଛି ତ କିଏ କାହା କାମର ବାହାବାନେଇ ଏ ନିର୍ବାଚନ ପାରି ହେବାକୁ ନିଜକୁ ପ୍ରସ୍ତୁତ କରୁଛି ତେବେ ଏଥିମଧ୍ୟରେ ପୁଣି ଦୁଇ ବିଜେଡ଼ି ନେତାଙ୍କୁ ଦଳରୁ ବହିଷ୍କାର କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।
ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ରାଜ୍ୟ ଉପରୁ କମୁଥିବାରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ।